ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭାଙ୍ଗିଯାଇଥିବା ଜିନିଷକୁ ଘରେ ରଖିବାର ଅଭ୍ୟାସ ପ୍ରାୟ ସମସ୍ତଙ୍କର ଥାଏ। ଯଦି କିଛି ଜିନିଷ ଭାଙ୍ଗିଯାଏ ତେବେ ତାକୁ ବାହାରେ ନ ଫିଙ୍ଗି ଆମେ ଘରେ ରଖିଥାଉ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ, ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଏପରି କିଛିଟା ଜିନିଷ ଅଛି ଯାହା ଭାଙ୍ଗିଗଲା ପରେ ଘରେ ରଖିବା ଆଦୌ ଉଚିତ ନୁହେଁ। ଭଙ୍ଗା ଚୌକି ଏବଂ ଭଙ୍ଗା ଖଟକୁ କେବେବି ଘର ସମ୍ମୁଖରେ ରଖନ୍ତୁ ନାହିଁ। ଏଥିସହ କଣ୍ଟା ଜାତୀୟ ଗଛ ମଧ୍ୟ ଘର ସାମ୍ନାରେ ଲଗାନ୍ତୁ ନାହିଁ କି ରଖନ୍ତୁ ନାହିଁ। ଅନ୍ୟାନ ଭଙ୍ଗା ଜିନିଷ ମଧ୍ୟ ଯେତେ ପାରୁଛନ୍ତି ଘରଠୁ ଦୂରେଇ ରଖନ୍ତୁ। ଭଙ୍ଗା ଜିନିଷ ଘରେ ରଖିବା ମାନେ ଅଶୁଭ। ତେଣୁ ଭଙ୍ଗିଯାଇଥିବା ଜିନିଷକୁ ତୁରନ୍ତ ଘରୁ ବାହାର କରି ଫିଙ୍ଗି ଦିଅନ୍ତୁ।(ଦେଖନ୍ତୁ ଭିଡିଓ)
https://youtu.be/5-wzdU1ocvM
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...