ଜାଣନ୍ତୁ କେଉଁ ‍୭ ଜଣ ସହ ଶତ୍ରୁତା କଲେ କ୍ଷତି ହୋଇଥାଏ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜଣେ ଅନ୍ୟ ସହ ଦୁଇ ପ୍ରକାର ସମ୍ପର୍କ ସୃଷ୍ଟି କରିଥାଏ। ଗୋଟିଏ ଶତ୍ରୁତା ଓ ଅନ୍ୟଟି ମିତ୍ରତା। କିଛି କାମ ପସନ୍ଦ ନଆସିଲେ କିମ୍ବା କିଛି କଥା ମନକୁ ନପାଇଲେ ଅତି ସହଜରେ ଶତ୍ରୁତା ହୋଇଯାଏ। ବର୍ଷ ବର୍ଷର ମିତ୍ରତା କିଛି କ୍ଷଣ ମଧ୍ୟରେ ଶତ୍ରୁତାରେ ପରିବର୍ତ୍ତନ ହୋଇଯାଏ। କେହି କିଛି ଭାବି ବିଚାରି ଶତ୍ରୁତା କରେନି। ଶତ୍ରୁତା ଆପେ ଆପେ ହୋଇଯାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ନିଜ କ୍ରୋଧ ଉପରେ ଟିକେ ନିୟନ୍ତ୍ରଣ ରଖନ୍ତୁ। ଧର୍ମ, ରାଜା ,ଅଗ୍ନି, ବ୍ରାହ୍ମଣ, ପୁତ୍ର, ଭାର୍ଯ୍ୟା ଏବଂ ଚାକର ଏହି ୭ଜଣଙ୍କ ସହ କେବେ ଶତ୍ରୁତା କରନ୍ତୁ ନାହିଁ। ଥରେ ଏମାନଙ୍କ ସହ ଶତ୍ରୁତା ହେଲେ ଆପଣଙ୍କର ବହୁତ କ୍ଷତି ହେବ।</p>

Ordigital Desk
  • Published: Monday, 11 December 2017
  • Updated: 11 December 2017, 12:31 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜଣେ ଅନ୍ୟ ସହ ଦୁଇ ପ୍ରକାର ସମ୍ପର୍କ ସୃଷ୍ଟି କରିଥାଏ। ଗୋଟିଏ ଶତ୍ରୁତା ଓ ଅନ୍ୟଟି ମିତ୍ରତା। କିଛି କାମ ପସନ୍ଦ ନଆସିଲେ କିମ୍ବା କିଛି କଥା ମନକୁ ନପାଇଲେ ଅତି ସହଜରେ ଶତ୍ରୁତା ହୋଇଯାଏ। ବର୍ଷ ବର୍ଷର ମିତ୍ରତା କିଛି କ୍ଷଣ ମଧ୍ୟରେ ଶତ୍ରୁତାରେ ପରିବର୍ତ୍ତନ ହୋଇଯାଏ। କେହି କିଛି ଭାବି ବିଚାରି ଶତ୍ରୁତା କରେନି। ଶତ୍ରୁତା ଆପେ ଆପେ ହୋଇଯାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ନିଜ କ୍ରୋଧ ଉପରେ ଟିକେ ନିୟନ୍ତ୍ରଣ ରଖନ୍ତୁ। ଧର୍ମ, ରାଜା ,ଅଗ୍ନି, ବ୍ରାହ୍ମଣ, ପୁତ୍ର, ଭାର୍ଯ୍ୟା ଏବଂ ଚାକର ଏହି ୭ଜଣଙ୍କ ସହ କେବେ ଶତ୍ରୁତା କରନ୍ତୁ ନାହିଁ। ଥରେ ଏମାନଙ୍କ ସହ ଶତ୍ରୁତା ହେଲେ ଆପଣଙ୍କର ବହୁତ କ୍ଷତି ହେବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos