ଗାଧୁଆଘରେ ଦାଢ଼ି କାଟନ୍ତି କି?

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁହଁର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଆମେ ଅନେକ ପରିଶ୍ରମ କରୁ। କାରଣ ଝିଅ ହେଉ ଅବା ପୁଅ ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାଁନ୍ତି। ଆଜିକାଲି ପୁଅ ମାନଙ୍କୁ ଦେଖନ୍ତୁ। ସୁନ୍ଦର ଦେଖାଯିବା ପାଇଁ ସେମାନେ ଦାଢି ଫ୍ୟାସନ୍&zwnj;କୁ ଆପଣେଇଛନ୍ତି। ଆଜିକାଲି ପ୍ରାୟ ପିଲା ବିଅର୍ଡ ଲୁକ୍&zwnj; ବା ଦାଢି ରଖି ଚେହେରାକୁ ଏକ ସ୍ୱତନ୍ତ୍ର ଲୁକ୍&zwnj; ଦେବାପାଇଁ ଚାହୁଁଛନ୍ତି। ତେବେ ଦାଢି ରଖିବା ବଡ କଥା ନୁହେଁ। ଦାଢିକୁ ଯତ୍ନର ସହକାରେ ରଖିବା ହେଉଛି ମୁଖ୍ୟ କଥା। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଦାଢି କାଟିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଗାଧୁଆଘରେ କେବେ ଦାଢି କାଟନ୍ତୁ ନାହିଁ। ଦାଢିକୁ ସବୁବେଳେ ଘର ବାହାରେ କାଟନ୍ତୁ। ଗାଧୁଆଘରେ ଦାଢି କାଟିବା ଦ୍ୱାରା ଅମଙ୍ଗଳ ହୋଇଥାଏ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Thursday, 05 April 2018
  • Updated: 05 April 2018, 12:12 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁହଁର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଆମେ ଅନେକ ପରିଶ୍ରମ କରୁ। କାରଣ ଝିଅ ହେଉ ଅବା ପୁଅ ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାଁନ୍ତି। ଆଜିକାଲି ପୁଅ ମାନଙ୍କୁ ଦେଖନ୍ତୁ। ସୁନ୍ଦର ଦେଖାଯିବା ପାଇଁ ସେମାନେ ଦାଢି ଫ୍ୟାସନ୍&zwnj;କୁ ଆପଣେଇଛନ୍ତି। ଆଜିକାଲି ପ୍ରାୟ ପିଲା ବିଅର୍ଡ ଲୁକ୍&zwnj; ବା ଦାଢି ରଖି ଚେହେରାକୁ ଏକ ସ୍ୱତନ୍ତ୍ର ଲୁକ୍&zwnj; ଦେବାପାଇଁ ଚାହୁଁଛନ୍ତି। ତେବେ ଦାଢି ରଖିବା ବଡ କଥା ନୁହେଁ। ଦାଢିକୁ ଯତ୍ନର ସହକାରେ ରଖିବା ହେଉଛି ମୁଖ୍ୟ କଥା। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଦାଢି କାଟିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଗାଧୁଆଘରେ କେବେ ଦାଢି କାଟନ୍ତୁ ନାହିଁ। ଦାଢିକୁ ସବୁବେଳେ ଘର ବାହାରେ କାଟନ୍ତୁ। ଗାଧୁଆଘରେ ଦାଢି କାଟିବା ଦ୍ୱାରା ଅମଙ୍ଗଳ ହୋଇଥାଏ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos