ଭୂକମ୍ପରେ ଥରିଲା ଚୀନ୍‌: ୧୯ରୁ ଅଧିକ ମୃତ

ନୂଆଦିଲ୍ଲୀ: ଥରିଲା ଚୀନ୍‌। ଭୟଙ୍କର ଭୂକମ୍ପରେ ସମଗ୍ର ଚୀନ ଥରହର ।  ଚୀନର ଦକ୍ଷିଣପଶ୍ଚିମ ସିଚୁଆନ ଅଞ୍ଚଳରେ ଭୂମିକମ୍ପ ହୋଇଛି। ରିକ୍ଟରସ୍କେଲରେ ଏହାର ମାତ୍ରା ୬.୫ ଥିବା ଆକଳନ କରାଯାଅଚି।  ଏଥିରେ ୧୯ରୁ ଅଧଧିକ ଲୋକଙ୍କ  ମୃତ୍ୟୁ ଘଟିଛି। ୧୭୫ରୁ ଊର୍ଦ୍ଦ୍ୱ ଆହତ ହୋଇଛନ୍ତି। ଅନେକ କୋଠାବାଡ଼ି ଭୁଷୁଡ଼ି ପଡ଼ିଛି। ରାସ୍ତାଘାଟ ଫାଟିଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

china

Rakesh Mallick
  • Published: Wednesday, 09 August 2017
  • , Updated: 09 August 2017, 08:53 PM IST

Related story