ଏହି ସବୁ ରୋଗକୁ ଦୂର କରେ ହାଲୁଆ

  ଅନେକ ଲୋକ ମିଠା ଖାଇବାକୁ ଭାରି ଭଲ ପାଆନ୍ତି, କିନ୍ତୁ ଆଉ ଅନେକ ମିଠାଯୁକ୍ତ ଖାଦ୍ୟ ଖାଇବାକୁ ଆଦୌ ଭଲ ପାଆନ୍ତି ନାହିଁ। ଆପଣ ବି ଅଧିକ ମିଠାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ କି? ତେବେ ଆପଣ ମିଠା ଖାଆନ୍ତୁ ଅବା ନଖାଆନ୍ତୁ ହାଲୁଆ ନିଶ୍ଚିତ ଖାଆନ୍ତୁ। କାରଣ ହାଲୁଆ ଖାଇଲେ ଅନେକ ରୋଗ ଦୂର ହୋଇଯାଏ। ଆପଣଙ୍କ ପସନ୍ଦ ଅନୁସାରେ ଯେକୌଣସି ପ୍ରକାରର ହାଲୁଆ ଖାଇପାରନ୍ତି। ତା’ହେଲେ ଆସନ୍ତୁ ଜାଣିବା ହାଲୱା […]

Rakesh Mallick
  • Published: Tuesday, 10 October 2017
  • , Updated: 10 October 2017, 12:27 PM IST

 

ଅନେକ ଲୋକ ମିଠା ଖାଇବାକୁ ଭାରି ଭଲ ପାଆନ୍ତି, କିନ୍ତୁ ଆଉ ଅନେକ ମିଠାଯୁକ୍ତ ଖାଦ୍ୟ ଖାଇବାକୁ ଆଦୌ ଭଲ ପାଆନ୍ତି ନାହିଁ। ଆପଣ ବି ଅଧିକ ମିଠାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ କି? ତେବେ ଆପଣ ମିଠା ଖାଆନ୍ତୁ ଅବା ନଖାଆନ୍ତୁ ହାଲୁଆ ନିଶ୍ଚିତ ଖାଆନ୍ତୁ। କାରଣ ହାଲୁଆ ଖାଇଲେ ଅନେକ ରୋଗ ଦୂର ହୋଇଯାଏ। ଆପଣଙ୍କ ପସନ୍ଦ ଅନୁସାରେ ଯେକୌଣସି ପ୍ରକାରର ହାଲୁଆ ଖାଇପାରନ୍ତି। ତା’ହେଲେ ଆସନ୍ତୁ ଜାଣିବା ହାଲୱା ଖାଇଲେ କେଉଁ ରୋଗ ସବୁ ଦୂର ହୋଇଯାଏ।

  • ଯଦି ଆପଣଙ୍କର ମାଇଗ୍ରେନ୍ ସମସ୍ୟା ଅଛି, ତା’ହେଲେ ମିଠା ହାଲୁଆ ଖାଇପାରିବେ। ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ଅନେକାଂଶରେ ଆରାମ ପ୍ରଦାନ କରିବ। କିନ୍ତୁ ହାଲୁଆ ପୂରା ତାଜା ହୋଇଥିବା ଦରକାର।
  • ସକାଳୁ ଉଠିଲା ପରେ ଯଦି କେବେ ପେଟ ପୂରିଲା ପୂରିଲା ଲାଗୁଛି ଅବା ପେଟ ସଫା ହୋଇପାରୁନି, ତା’ହେଲେ ହାଲୁଆ ଖାଆନ୍ତୁ। ଏହା ଦ୍ୱାରା ପାଚନକ୍ରିୟା ଠିକ୍ ଭାବେ ହେବ।
  • ଯଦି ଆପଣଙ୍କର କଫ ସମସ୍ୟା ରହିଛି ତା’ହେଲେ ଦେଶୀ ଘିଅରେ ହାଲୁଆ ପ୍ରସ୍ତୁତ କରନ୍ତୁ ଓ ଗରମ ଗରମ ଖାଆନ୍ତୁ। ଥଣ୍ଡା ହୋଇଥିଲେ ଗରମ ଗରମ ହାଲୁଆ ପ୍ରସ୍ତୁତ କରି ଖାଆନ୍ତୁ, ଦେଖିବେ ଭଲ ଲାଗିବ।

Related story