ଜାଣନ୍ତୁ, ତିରୁପତି ବାଲାଜୀ ମନ୍ଦିର ସହ ଜଡ଼ିତ କିଛି ରହସ୍ୟମୟ ତଥ୍ୟ

ଆନ୍ଧ୍ରପ୍ରଦେଶରେ ତିରୁମାଲା ପର୍ବତରେ  ତିରୁପତି ବାଲାଜୀଙ୍କମନ୍ଦିର ଅବସ୍ଥିତ। ତିରୁପତି  ଭାରତର ସବୁଠାରୁ ଧନୀ  ଭଗବାନ ବୋଲି ମଧ୍ୟ କୁହାଯାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାରେ ଭିଡ଼ ଜମାଇଥାନ୍ତି। ନିଜର ମନଷ୍କାମନା ପୂରଣ ପାଇଁ ଟଙ୍କା ସୁନା ରୂପା ହିରା ଆଦି ଦ୍ରବ୍ୟ ଶ୍ରଦ୍ଧାଳୁ ଏଠରେ ଦାନ କରିଥାନ୍ତି। ଏହି ମନ୍ଦିର ସହ ଜଡ଼ିତ ଅନେକ ରହସ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ସହ ଜଡ଼ିତ କିଛି ଅକୁହା ରହସ୍ୟ ସମ୍ପର୍କରେ ୧. ତିରୁପତି […]

tirupati-1

tirupati-1

Rakesh Mallick
  • Published: Friday, 08 June 2018
  • Updated: 08 June 2018, 04:48 PM IST

Sports

Latest News

ଆନ୍ଧ୍ରପ୍ରଦେଶରେ ତିରୁମାଲା ପର୍ବତରେ  ତିରୁପତି ବାଲାଜୀଙ୍କମନ୍ଦିର ଅବସ୍ଥିତ। ତିରୁପତି  ଭାରତର ସବୁଠାରୁ ଧନୀ  ଭଗବାନ ବୋଲି ମଧ୍ୟ କୁହାଯାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାରେ ଭିଡ଼ ଜମାଇଥାନ୍ତି। ନିଜର ମନଷ୍କାମନା ପୂରଣ ପାଇଁ ଟଙ୍କା ସୁନା ରୂପା ହିରା ଆଦି ଦ୍ରବ୍ୟ ଶ୍ରଦ୍ଧାଳୁ ଏଠରେ ଦାନ କରିଥାନ୍ତି। ଏହି ମନ୍ଦିର ସହ ଜଡ଼ିତ ଅନେକ ରହସ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ସହ ଜଡ଼ିତ କିଛି ଅକୁହା ରହସ୍ୟ ସମ୍ପର୍କରେ

୧. ତିରୁପତି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ଭେଙ୍କେଟେଶ୍ୱର ସ୍ୱାମୀ ଭାବେ ପୂଜା କରାଯାଇଥାଏ। କୁହାଯାଏ ବିଗ୍ରହଙ୍କ ମସ୍ତକରେ ଯେଉଁ କେଶ ଅଛି ତାହା ଅସଲି। ଯାହା ସବୁବେଳେ କୋମଳ ଥାଏ ଓ କେବେ ବି ଜଟ ଧରେ ନାହିଁ।

୨. ବାଲାଜିଙ୍କ ଶ୍ରୀବିଗ୍ରହ ସର୍ବଦା ଶୀତଳ ଥାଏ। ମୂର୍ତ୍ତିଟିକୁ  ଭଲ ଭାବେ କାନ ଦେଇ ଶୁଣିଲେ ମୂର୍ତ୍ତି ରୁ  ଝରଣାର ଶବ୍ଦ ଶୁଣାଯାଏ।

୩. ଏହି ମନ୍ଦିରରେ ଏକ ବାଡ଼ି ରହିଛି। ବିଶ୍ୱାସ ରହିଛି ଏହି ବାଡ଼ି ଦ୍ୱାରା ଭଗବାନ ବାଲାଜୀଙ୍କ ଶ୍ରୀମୁଖ କ୍ଷତ ହୋଇଥିଲା। ଏହାପରଠୁ ଭଗବାନଙ୍କ ଉପରେ ହଳଦୀର ଲେପ ଲଗାଯାଉଅଛି। ଏହା ଛଡା ପ୍ରଭୁ ବାଲାଜି ଛୋଟ ବେଳେ ଏହି ବାଡ଼ିରେ ମାଡ ଖାଉଥିବା ଭକ୍ତଙ୍କ ବିଶ୍ୱାସ ରହିଛି।

୪. ତିରୁପତି ମନ୍ଦିରରେ ପୂଜା ପାଉଥିବା ବାଲାଜୀଙ୍କ ମୂର୍ତ୍ତି ଅଦ୍‌ଭୁତ ପ୍ରକାର। ଯଦି  ମନ୍ଦିର ଭିତରୁ ବାଲାଜୀଙ୍କ ଦର୍ଶନ କରାଯାଏ ତେବେ ମୂର୍ତ୍ତିଟି ମଧ୍ୟ ଭାଗରେ ଥିବାର ଦେଖିବାକୁ ପାଇବେ। କିନ୍ତୁ ବାହାର ଆଡକୁ ଆସି ମୂର୍ତ୍ତି ଦେଖନ୍ତି ତେବେ ଏହା ଡାହାଣ ଆଡକୁ ରହିଥିବାର ଦେଖିବାକୁ ମିଳିବ।

୫. ବାଲାଜୀ ଠାକୁରଙ୍କ ପାଖରେ ଚଢା ତୁଳସୀ ପତ୍ର ଓ ଫୁଲ ଭକ୍ତମାନଙ୍କ ମଧ୍ୟରେ ବଣ୍ଟା ଯାଏ ନାହିଁ।  ଏହା ସେଠାରେ ଥିବା ପୁଜାରୀଙ୍କ ଦ୍ୱାରା ମନ୍ଦିର ପରିସର ପଛରେ ଥିବା ପୁରୁଣା କୁଣ୍ଡରେ ଫିଙ୍ଗା ହୋଇଯାଏ।

୬. ତିରୁପତି ବାଲାଜୀ ମନ୍ଦିରର ଖାସ୍‌ ବିଶେଷତ୍ୱ ହେଲା ପ୍ରତ୍ୟେକ ଗୁରୁବାର ବାଲାଜୀଙ୍କ ମୂର୍ତ୍ତିରେ ଚନ୍ଦନ ଲେପ ଲଗାଯାଏ। ଲେପକୁ ବାହାର କରାଯିବା ବେଳେ ମୂର୍ତ୍ତିରେ ମା ଲକ୍ଷ୍ମୀଙ୍କ ଚିହ୍ନ ଦେଖିବାକୁ ମିଳେ।

୭. କୁହାଯାଏ ୧୮୦୦ ଶତାବ୍ଦୀରେ ଜଣେ ରାଜା ୧୨ଜଣଙ୍କୁ ହତ୍ୟା କରି ମନ୍ଦିରରେ ଟାଙ୍ଗି ଦେଇଥିଲେ। ସେବେଠାରୁ ୧୨ ବର୍ଷ ଯାଏଁ ମନ୍ଦିରର ବନ୍ଦ ରଖାଯାଇଥିଲା। ଏହାପରେ ଭଗବାନ ବାଲାଜୀ ମନ୍ଦିରରେ  ସ୍ୱୟଂ ପ୍ରକଟ ହୋଇଥିଲେ। ସେବେଠାରୁ ଭଗବାନଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଥିଲା।

୮. ଏହି ମନ୍ଦିରରେ ସବୁବେଳେ ଏକ ଦୀପ ଜଳୁଥିବା ଦେଖିବାକୁ ମିଳିବ। କିନ୍ତୁ ଏହି ଦୀପ କେବେଠାରୁ ଜଳୁଛି ଓ ପ୍ରଥମ ଥର ଲାଗି ଏହି ଦୀପକୁ କିଏ ଜଲାଇଥିଲେ ତାହା କେହି ମଧ୍ୟ ଜାଣିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story