କ୍ଷୀର ଢ଼ାଳିଲେ ଓ ପନିପରିବା ଫିଙ୍ଗିଲେ,ଚଷାଭାଇଙ୍କ ପ୍ରତିବାଦ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଚାଷୀମାନଙ୍କୁ ଧରି  ବିଜେପି କୃଷକ ମୋର୍ଚ୍ଚା  ଆଜି ଅଭିନବ ଉପାୟରେ  ପ୍ରତିବାଦ କରିଛି। ରାସ୍ତା ଉପରେ ଚାଷୀମାମାନେ କ୍ଷୀର ଢ଼ାଳି ଓ ପନିପରିବା ଫିଙ୍ଗି ପ୍ରତିବାଦ କରିଛନ୍ତି। ଚାଷୀଙ୍କୁ ଉଚିତ୍‌ ପ୍ରାପ୍ୟ ନ ମିଳିବା ଓ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦାବିରେ ଏଭଳି ପ୍ରତିବାଦ କରାଯାଇଛି।

patibada

Rakesh Mallick
  • Published: Saturday, 04 March 2017
  • , Updated: 04 March 2017, 01:08 PM IST

Related story