୬୭ ବିପନ୍ନ ଉଦ୍ଧାର, ୧୨ଟି ରନ୍ଧା କେନ୍ଦ୍ର, ବଣ୍ଟା ଗଲାଣି ୩ ହଜାର ପୁଡ଼ିଆ

ଭୁବନେଶ୍ୱର: ବର୍ଷା ସତ୍ତ୍ୱେ ଉଭୟ ରାୟଗଡ଼ା ଏବଂ କଳାହାଣ୍ଡିରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। କଲ୍ୟାଣୀ ଓ ନାଗାବଳୀ ନଦୀର ଜଳସ୍ତର ବଢ଼ିଥିବା ବେଳେ ଜଳମଗ୍ନ ଅଞ୍ଚଳରେ ହେଲିକପ୍ଟର ଯୋଗେ ରିଲିଫ୍ ବଣ୍ଟାଯାଉଛି। ଉଭୟ ରାୟଗଡ଼ା ଏବଂ କଳାହାଣ୍ଡିରେ ବନ୍ୟା ପରିସ୍ଥିତି ନେଇ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏହା କହିଛନ୍ତି। ସେ କହିଛନ୍ତି, “ଏ ପର୍ଯ୍ୟନ୍ତ ବନ୍ୟା ବିପନ୍ନଙ୍କୁ ୩୦୦୦ ରିଲିଫ୍ ପୁଡ଼ିଆ ବଣ୍ଟା ସରିଲାଣି। କଲ୍ୟାଣସିଂହପୁରରେ ୨ଟି […]

flood-1

flood-1

Rakesh Mallick
  • Published: Monday, 17 July 2017
  • Updated: 17 July 2017, 03:12 PM IST

Sports

Latest News

ଭୁବନେଶ୍ୱର: ବର୍ଷା ସତ୍ତ୍ୱେ ଉଭୟ ରାୟଗଡ଼ା ଏବଂ କଳାହାଣ୍ଡିରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। କଲ୍ୟାଣୀ ଓ ନାଗାବଳୀ ନଦୀର ଜଳସ୍ତର ବଢ଼ିଥିବା ବେଳେ ଜଳମଗ୍ନ ଅଞ୍ଚଳରେ ହେଲିକପ୍ଟର ଯୋଗେ ରିଲିଫ୍ ବଣ୍ଟାଯାଉଛି। ଉଭୟ ରାୟଗଡ଼ା ଏବଂ କଳାହାଣ୍ଡିରେ ବନ୍ୟା ପରିସ୍ଥିତି ନେଇ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏହା କହିଛନ୍ତି।

ସେ କହିଛନ୍ତି, “ଏ ପର୍ଯ୍ୟନ୍ତ ବନ୍ୟା ବିପନ୍ନଙ୍କୁ ୩୦୦୦ ରିଲିଫ୍ ପୁଡ଼ିଆ ବଣ୍ଟା ସରିଲାଣି। କଲ୍ୟାଣସିଂହପୁରରେ ୨ଟି ଏବଂ ରାୟଗଡ଼ାରେ ୧୦ଟି ମାଗଣା ରନ୍ଧାକେନ୍ଦ୍ର ଖୋଲାଯାଇଛି। ସିଆରପିଏଫ୍, ଏନଡିଆରଏଫ୍‌ର ୩ ଟିମ୍ ଏବଂ ଓଡ୍ରାଫର ୨ ୟୁନିଟ୍ ଲାଗିଛନ୍ତି। ଅଗ୍ନିଶମ ବିଭାଗ ଓ ଓଡ଼ିଶା ପୋଲିସ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ସ୍ୱତନ୍ତ୍ର ରିଲିଫ୍ କମିଶନର, “ଦକ୍ଷିଣାଞ୍ଚଳ ଡିଆଇଜି ଓ ରାୟଗଡ଼ା ଜିଲ୍ଲାପାଳ ସ୍ଥିତିର ନଜର ରଖିଛନ୍ତି। RWSS ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଏନଜିଓ, ଶିଳ୍ପସଂସ୍ଥାର କର୍ମଚାରୀ ମଧ୍ୟ ରିଲିଫ୍ କାମରେ ଲାଗିଛନ୍ତି।  କାଲି ରାତିରେ ୬୬ ଜଣ ବିପନ୍ନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲାର ସବୁ ସ୍କୁଲ୍ ଏବଂ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ବନ୍ଦ ରହିଛି। ବନ୍ୟାଜଳ ନିଷ୍କାସନ ପାଇଁ ବଂଶଧାରା ନଦୀର ୨୧ଟି ଗେଟ୍ ଖୋଲାଯାଇଛି।”

ଉଭୟ ରାୟଗଡ଼ା ଏବଂ କଳାହାଣ୍ଡିରେ ବନ୍ୟା ପରିସ୍ଥିତି ନେଇ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏହା କହିଛନ୍ତି।

ଉଭୟ ରାୟଗଡ଼ା ଏବଂ କଳାହାଣ୍ଡିରେ ବନ୍ୟା ପରିସ୍ଥିତି ନେଇ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏନଡିଆରଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ଅଧିକାରୀଙ୍କୁ ନେଇ ଏହି ବୈଠକ ବସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story