ଶୀତଋତୁରେ ଗାଧୋଇବା ବେଳେ କରନ୍ତୁ ନାହିଁ ଏସବୁ ଭୁଲ

ଅଧିକାଂଶ ଲୋକ ଶୀତ ଋତୁରେ ଗାଧୋଇବାକୁ ଡରନ୍ତି। ଥଣ୍ଡା ହେଉଥିବା ଯୋଗୁଁ ଜଣେ ଜଣେ ଦୁଇରୁ ତିନି ଦିନ ଯାଏଁ ଗାଧାନ୍ତି ନାହିଁ। କିନ୍ତୁ ଏହି ଋତୁରେ ସକାଳୁ ଉଠି ଗାଧୋଇବା ଶରୀର ପାଇଁ ଲାଭଦାୟକ। ତେବେ ଏହି ଋତୁରେ  କିଛି ଲୋକ ଗାଧେଇବା ବେଳେ ଏପରି ଭୁଲ କରିଥାନ୍ତି, ଯାହା ଶରୀର ଓ ତ୍ୱଚାକୁ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ଏହି ସବୁ ଭୁଲ ବିଷୟରେ । – ଶୀତ ଋତୁ ଆରମ୍ଭ ହେବା ମାତ୍ରେ […]

bath

bath

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 12:57 PM IST

Sports

Latest News

ଅଧିକାଂଶ ଲୋକ ଶୀତ ଋତୁରେ ଗାଧୋଇବାକୁ ଡରନ୍ତି। ଥଣ୍ଡା ହେଉଥିବା ଯୋଗୁଁ ଜଣେ ଜଣେ ଦୁଇରୁ ତିନି ଦିନ ଯାଏଁ ଗାଧାନ୍ତି ନାହିଁ। କିନ୍ତୁ ଏହି ଋତୁରେ ସକାଳୁ ଉଠି ଗାଧୋଇବା ଶରୀର ପାଇଁ ଲାଭଦାୟକ। ତେବେ ଏହି ଋତୁରେ  କିଛି ଲୋକ ଗାଧେଇବା ବେଳେ ଏପରି ଭୁଲ କରିଥାନ୍ତି, ଯାହା ଶରୀର ଓ ତ୍ୱଚାକୁ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ଏହି ସବୁ ଭୁଲ ବିଷୟରେ ।

- ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଅଧିକାଂଶ ଲୋକେ ଗରମ ପାଣିରେ ଗାଧୋଇବା ଆରମ୍ଭ କରି ଦିଅନ୍ତି। ଗରମ ପାଣିରେ ଗାଧୋଇଲେ ଦେହକୁ ଆରାମ ଲାଗିଥାଏ। ତେବେ ଗରମ ପାଣିରେ ଗାଧୋଇଲେ ଶରୀରରେ ଥିବା ଜରୁରୀ ତୈଳ ନଷ୍ଟ ହୋଇଯାଏ। ଯାହା ଶରୀରକୁ ଅତ୍ୟଧିକ ଶୁଷ୍କ କରିଦିଏ।

- ପୋଖରୀ ଅବା ବାଥ୍‌ଟାବ୍‌ରେ ଗାଧୋଇବା ବେଳେ ପାଣିରେ ଅଧିକ ସମୟ ଯାଏଁ ବିତେଇବାକୁ ଅନେକ ଲୋକ ଭଲ ପାଇଥାନ୍ତି। ଆପଣ ଜାଣନ୍ତି କି, ଏହା ଆପଣଙ୍କ ଶରୀର ପାଇଁ  ଆଦୌ ଭଲ ନୁହେଁ। ବେଶି ସମୟ ପାଣିରେ ରହିଲେ ତ୍ୱଚାର କୋମଳତା ଶେଷ ହୋଇଯାଏ। ତେଣୁ  ଗାଧୋଇବା ବେଳେ ୧୦ ମିନିଟରୁ ଅଧିକ ପାଣିରେ ରୁହନ୍ତୁ ନାହିଁ।

-  ବଜାରରେ ମିଳୁଥିବା ସୁବାସିତ ସାବୁନର ନିୟମିତ ବ୍ୟବହାର କଲେ ତ୍ୱଚା ଶୁଷ୍କ ହୋଇଯାଏ। ଏଥିପାଇଁ  ଆପଣଙ୍କ ତ୍ୱଚା ଅନୁଯାୟୀ ଉପଯୁକ୍ତ ସାବୁନର ବ୍ୟବହାର କରନ୍ତୁ।

- ବ୍ରଣ ପରି ସମସ୍ୟାରୁ ବଞ୍ଚିବା ପାଇଁ ଗାଧୋଇବା ବେଳେ ବାଳକୁ ଠିକ୍‌ ଭାବେ ଧୁଅନ୍ତୁ। ଏହା ସହ ସାବୁନ ଫେଣ ଯଦି ଆପଣଙ୍କ ପାଟିରେ ପଶି ଯାଉଛି ତେବେ ଭଲ ଭାବେ କୁଳି କରି ମୁହଁ ଧୁଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story