ହିନ୍ଦୁ ଧାର୍ମିକ ଭାବନାରେ ଶୁକ୍ରବାର ଶକ୍ତିମତା ଏବଂ ଗ୍ରହ ଦେବତା ଶୁକ୍ରଙ୍କୁ ସମର୍ପିତ। ଜନ୍ମ କୁଣ୍ଡଳୀରେ ଶୁକ୍ରଗ୍ରହ ଭଲ ସ୍ଥିତିରେ ଥିଲେ ଜୀବନରେ ନାମ,ଯଶ,ପ୍ରତିଷ୍ଠା ଓ ସମ୍ମାନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ସେହିପରି ଶୁକ୍ରଗ୍ରହ ଖରାପ ସ୍ଥିତିରେ ଥିଲେ ଜୀବନରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହିଦିନ ଶୁକ୍ରଙ୍କୁ ସନ୍ତୁଷ୍ଟ ରଖିବାକୁ ଚାହୁଁଥିଲେ ନିମ୍ନଲିଖିତ ଉପାୟ ଗୁଡିକୁ ଅବଲମ୍ବନ କରନ୍ତୁ।
୧. କୌଣସି ଶୁକ୍ରବାର ଗାଈକୁ ଅଟା ଓ ପିମ୍ପୁଡିକୁ ଚିନି ଖାଇବାକୁ ଦିଅନ୍ତୁ। ଏପରି କଲେ ଶୁକ୍ରଙ୍କ କୋପଦୃଷ୍ଟି ଦୂର ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।
୨. ଶୁକ୍ରବାର ଲାଲ ବସ୍ତ୍ର ପରିଧାନ କରି ବ୍ରାହ୍ମଣଙ୍କୁ ଚାଉଳ ଓ ଚିନି ଦାନ କରନ୍ତୁ ।
୩. ଏହି ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ପାଣି ଭରି ବିଷ୍ଣୁଙ୍କୁ ଅଭିଷେକ କଲେ ମା’ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ ଓ ଆପଣଙ୍କ ଆର୍ଥିକ ଦୂରାବସ୍ଥା ବଦଳିଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...