ଗୁଣ୍ଡିଚା ମନ୍ଦିରରେ ପଶିଲେ ୨ ବିଦେଶୀ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କଲେ ବିଦେଶୀ ପର୍ଯ୍ୟନ୍ତ। ଚିଲିର ଏହି ଦୁଇ ଇସ୍କନ ଧର୍ମାବଲମ୍ୱୀ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଦେଇ ଭିତରେ ପଶିଥିଲେ। ଦୁଇଜଣ ଯାକ ଭିତର ଚକଡା ପରିସରରେ ବୁଲୁଥିବା ଦେଖି କେତେକ ସେବାୟତ ସେମାନଙ୍କୁ ଧରି ପୋଲିସକୁ ଦେଇଥିଲେ। ପୋଲିସ ଓ ଶ୍ରୀମନ୍ଦିର କର୍ମଚାରୀମାନେ ସେମାନଙ୍କୁ ବାହରକୁ ଆଣିଥିଲେ। ଏନେଇ ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି, ଭଗବାନଙ୍କ ନିର୍ଦ୍ଦେଶରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପଶିଥିଲୁ।

qq

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 04:46 PM IST

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କଲେ ବିଦେଶୀ ପର୍ଯ୍ୟନ୍ତ। ଚିଲିର ଏହି ଦୁଇ ଇସ୍କନ ଧର୍ମାବଲମ୍ୱୀ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଦେଇ ଭିତରେ ପଶିଥିଲେ। ଦୁଇଜଣ ଯାକ ଭିତର ଚକଡା ପରିସରରେ ବୁଲୁଥିବା ଦେଖି କେତେକ ସେବାୟତ ସେମାନଙ୍କୁ ଧରି ପୋଲିସକୁ ଦେଇଥିଲେ। ପୋଲିସ ଓ ଶ୍ରୀମନ୍ଦିର କର୍ମଚାରୀମାନେ ସେମାନଙ୍କୁ ବାହରକୁ ଆଣିଥିଲେ।

ଏନେଇ ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି, ଭଗବାନଙ୍କ ନିର୍ଦ୍ଦେଶରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପଶିଥିଲୁ।

Related story