ଗଜଭିୟେଙ୍କ ଜମି ଜବରଦଖଲ ଘଟଣା: ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଆରଡିସି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ପୂର୍ବତନ ଏସପି ସତୀଶ ଗଜଭିମ୍ଭେଙ୍କ ଜମି ଜବରଦଖଲ ମାମଲାର ଆରଡିସିସ୍ତରୀୟ ତଦନ୍ତ ହେବ। ବୋର୍ଡ ଅଫ ରେଭେନ୍ୟୁ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରାଞ୍ଚଳ ଆରଡିସି ବିକାଶ ମହାପାତ୍ର ଏହି ତଦନ୍ତ କରିବେ। ଅନ୍ୟପକ୍ଷରେ ଜମି ଜବରଦଖଲ ଅଭିଯୋଗ ନେଇ ଗତକାଲି ଭିଜିଲାନ୍ସ ଜେରାର ସମ୍ମୁଖୀନ ହୋଇଥିବା ଗଜଭିୟେ ଆଜି କଟକସ୍ଥିତ ପୋଲିସ୍ ମୁଖ୍ୟାଳୟକୁ ଯାଇଥିଲେ।

gajaviye

Rakesh Mallick
  • Published: Tuesday, 18 August 2015
  • , Updated: 19 August 2015, 02:11 AM IST

Related story