ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକ୍‌ରୁ ମିଳିଲା ଗଞ୍ଜେଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକ୍‌ରୁ ଜବତ ହେଲା ଗଞ୍ଜେଇ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଟ୍ରକ୍‌କୁ ଭୁବନେଶ୍ୱର ଖଣ୍ଡଗିରି ନିକଟରୁ ଜବତ କରାଯାଇଛି। ଟ୍ରକ୍‌ରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ। ଟ୍ରକ୍‌ଟି ଆନ୍ଧ୍ରପ୍ରଦେଶରୁ ବିହାର ଯାଉଥିଲା ବେଳେ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ।

 

ଆହୁରି ପଢ଼ନ୍ତୁ

କରୋନା ବେଳେ ଓଡ଼ିଶା ଫେରିଥିଲେ ୮.୫୩ ଲକ୍ଷ ପ୍ରବାସୀ

ଆଶଙ୍କାରେ ବିଜେଡି: ଅଟକିଲା ମହିଳା, କୃଷକ ଓ ଶ୍ରମିକ ସେଲ୍ ଘୋଷଣା

ଆରୋଗ୍ୟ ହେଲେ ୪୨୧୯ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ନୂତନ ଶିକ୍ଷାନୀତି ଓଡ଼ିଆ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତା ବଢ଼ାଇବ: ଧର୍ମେନ୍ଦ୍ର ପ୍ରଧାନ

ଆସିଲା ଅନଲକ-୫: ସିନେମା ହଲ ଖୋଲିବାକୁ କେନ୍ଦ୍ରର ଅନୁମତି

ନେପାଳ କରିବ ଅଯୋଧ୍ୟାପୁରୀ ଧାମ, ୪୦ ଏକର ଜମି ମଞ୍ଜୁର

ବାବ୍ରୀ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବ ମୁସଲିମ ପର୍ସନାଲ ଲ’ ବୋର୍ଡ!

ଭୁବନେଶ୍ୱରରୁ ୩୬୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୯୪ ଲୋକାଲ୍‌ କେସ

ତଦନ୍ତରେ ଶିଥିଳତାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ

ମୁଦ୍ରା ଋଣର ଗତି କୁଆଡ଼େ?

ବାବ୍ରୀ ରାୟ: କଂଗ୍ରେସ ରଖିଲା ଏମିତି ପ୍ରତିକ୍ରିୟା

ଦୋଷମୁକ୍ତ ହେବା ପରେ ଗୋୟେଲ୍ କହିଲେ ‘ମୁଁ ମସଜିଦ୍ ଭାଙ୍ଗିଛି’, ରାୟକୁ ନାପସନ୍ଦ କଲେ ଓଓ୍ୱେସୀ