ଠିକାସଂସ୍ଥା ପାଇଁ ଅଡୁଆରେ ଉପକୂଳିଆ ନେତା, ପିସି ନଦେବାରୁ ତୃତୀୟ ମହଲା ବ୍ୟାନ୍ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ଜଣେ ଉପକୂଳିଆ ନେତାଙ୍କ ଠିକାସଂସ୍ଥା ଏବେ ତାଙ୍କୁ ପାୱାର୍ କରିଡର୍‌ଠୁ ଦୂରେଇ ଦେଇଛି ବୋଲି ଚର୍ଚ୍ଚା ହେଉଛି।। ଶୁଣିବାକୁ ମିଳୁଛି, ଏହି ନେତାଙ୍କ ମାଲିକାନାରେ ଥିବା ଏକ ଠିକା କମ୍ପାନୀ, କୁଆଡ଼େ ଗତ କିଛିବର୍ଷ ଧରି ଶହ ଶହ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକୁ, ବିନା ଟେଣ୍ଡର୍‌ରେ ହାତେଇବାରେ ସକ୍ଷମ ହୋଇଛି। ଯେଉଁ କିଛି ପ୍ରକଳ୍ପର ଟେଣ୍ଡର୍ ଏହି ଠିକାସଂସ୍ଥାକୁ ମିଳିଛି, ତା ପଛରେ ବି କୁଆଡ଼େ ବଡ଼ଧରଣର ଚକ୍ରାନ୍ତ ହେଉଥିଲା। […]

gossip

gossip

Rakesh Mallick
  • Published: Thursday, 26 July 2018
  • Updated: 26 July 2018, 07:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ଜଣେ ଉପକୂଳିଆ ନେତାଙ୍କ ଠିକାସଂସ୍ଥା ଏବେ ତାଙ୍କୁ ପାୱାର୍ କରିଡର୍‌ଠୁ ଦୂରେଇ ଦେଇଛି ବୋଲି ଚର୍ଚ୍ଚା ହେଉଛି।। ଶୁଣିବାକୁ ମିଳୁଛି, ଏହି ନେତାଙ୍କ ମାଲିକାନାରେ ଥିବା ଏକ ଠିକା କମ୍ପାନୀ, କୁଆଡ଼େ ଗତ କିଛିବର୍ଷ ଧରି ଶହ ଶହ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକୁ, ବିନା ଟେଣ୍ଡର୍‌ରେ ହାତେଇବାରେ ସକ୍ଷମ ହୋଇଛି। ଯେଉଁ କିଛି ପ୍ରକଳ୍ପର ଟେଣ୍ଡର୍ ଏହି ଠିକାସଂସ୍ଥାକୁ ମିଳିଛି, ତା ପଛରେ ବି କୁଆଡ଼େ ବଡ଼ଧରଣର ଚକ୍ରାନ୍ତ ହେଉଥିଲା। କିଛି ନିର୍ଦ୍ଦିଷ୍ଟ ସରକାରୀ ବାବୁ ସେହି ଠିକା କମ୍ପାନୀକୁ ପ୍ରୋଜେକ୍ଟ ଦେବା ପାଇଁ ସବୁକିଛି ଚୂଡ଼ାନ୍ତ କରିଦେଉଥିଲେ। ଏଭଳି କାର୍ଯ୍ୟ ବେଶ୍ କିଛିବର୍ଷ ଧରି ଚାଲିଥିଲା। କିନ୍ତୁ ଗତ ୫-୬ ମାସ ହେବ କୁଆଡ଼େ ଏହି ଠିକା ସଂସ୍ଥା ଯୋଗୁ, ସମ୍ପୃକ୍ତ ନେତାଙ୍କ ପାଇଁ ସମସ୍ୟା ଉପୁଜିଛି। ଚର୍ଚ୍ଚା ହେଉଛି, ତୃତୀୟ ମହଲାର ଖାସ୍ ଲୋକ ଭାବେ ବିଜେଡିର ଏହି ରାଜ୍ୟସ୍ତରୀୟ ପଦାଧିକାରୀ କୁଆଡ଼େ ବର୍ଷକୁ ପ୍ରାୟ ୫୦ରୁ ୧୦୦ କୋଟି ଟଙ୍କା ଉପାର୍ଜନ କରୁଥିଲେ। ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ନେତାଙ୍କ ସଂସ୍ଥାକୁ କୁଆଡ଼େ କିଛି ସରକାରୀ ଓ କମ୍ପାନୀର ପ୍ରୋଜେକ୍ଟ ଦିଆଯାଇଥିଲା। ଏହି ଠିକାସଂସ୍ଥା ମାଧ୍ୟମରେ କିଛି ପାଣ୍ଠି ସଂଗ୍ରହ କରିବାକୁ ବି ଜଣେ ପ୍ରଭାବଶାଳୀ ଅଫିସର୍ ଯୋଜନା କରିଥିଲେ। କିନ୍ତୁ ସମ୍ପୃକ୍ତ ନେତା ଜଣକ କୁଆଡ଼େ ଏହି ଅଫିସରଙ୍କୁ ‘ପିସି’ ଦେବାରେ ସମସ୍ୟା ସୃଷ୍ଟି କରିଥିଲେ। ଠିକା କାର୍ଯ୍ୟରେ ବିଶେଷ ଫାଇଦା ହୋଇନି ବୋଲି କହି ଚୁକ୍ତି ମୁତାବକ ‘ପିସି’ ଦେଇନଥିଲେ। ଏହା ହିଁ ଏବେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ଓ ତୃତୀୟ ମହଲାର ଦୁଆର କୁଆଡ଼େ ତାଙ୍କ ପାଇଁ ବନ୍ଦ ହୋଇଯାଇଛି। ଆଗରୁ ଦୈନିକ ତୃତୀୟ ମହଲାକୁ ଦୌଡୁଥିବା ଏହି ନେତାଙ୍କୁ, ଏବେ କାଁ ଭାଁ ବି ଦେଖିବାକୁ ମିଳୁନି। ଶୁଣିବାକୁ ମିଳୁଛି, ଏହି ବରିଷ୍ଠ ବିଧାୟକଙ୍କଠୁ ଆବଶ୍ୟକ ପରିମାଣର ‘ପାଣ୍ଠି’ ପାଇବାରେ ବିଫଳ ହୋଇଥିବାରୁ ସମ୍ପୃକ୍ତ ଅଫିସର ଜଣକ କୁଆଡ଼େ ଏବେ ତାଙ୍କର ଏକ ‘ବିଲ୍’କୁ ଅଟକାଇ ଦେଇଛନ୍ତି। ତଥାପି ତୃତୀୟ ମହଲାର ଏହି ବାବୁଙ୍କ ପାୱାର କାଳେ ତାଙ୍କର ରାଜନୀତିକ କ୍ୟାରିୟରକୁ ସମାପ୍ତ କରିଦେବ, ସେହି ଆଶଙ୍କାରେ କୁଆଡ଼େ ଏହି ପ୍ରଭାବଶାଳୀ ନେତା ଚୁପ୍ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story