ସରକାରଙ୍କ ଚାଷୀ ମାରଣନୀତି ବିରୁଦ୍ଧରେ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କଲେ ଦୁଗ୍ଦ ଚାଷୀ

ପୁରୀ: ସରକାରଙ୍କ ଚାଷୀ ମାରଣନୀତି ପ୍ରତିବାଦରେ ଓଡିଶା ଦୁଗ୍ଦ ଉତ୍ପାଦକ ସଂଗ୍ରାମ ସମିତି ପକ୍ଷରୁ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାର ଦୁଗ୍ଧ ଢାଳି ଅଭିନବ ପ୍ରତିବାଦ କରାଯାଇଛି। ଏହାସହ ଚାଷୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ବେକାର ଯୁବକମାନେ ଋଣ କରି ଗୋପାଳନ ବ୍ୟବସାୟ କରୁଥିବା ବେଳେ ଚାଷୀଙ୍କଠାରୁ ସରକାର ଦୁଗ୍ଧ କିଣୁ ନାହାନ୍ତି। ଚାଷୀ ବିକ୍ରି କରୁଥିବା କ୍ଷୀରର ସର୍ବନିମ୍ନ ମୂଲ୍ୟ ଲିଟର ପିଛା ୩୦ଟଙ୍କା ଦେବା ପାଇଁ ଦୁଗ୍ଧ […]

puri

puri

Rakesh Mallick
  • Published: Wednesday, 20 April 2016
  • Updated: 20 April 2016, 11:16 AM IST

Sports

Latest News

ପୁରୀ: ସରକାରଙ୍କ ଚାଷୀ ମାରଣନୀତି ପ୍ରତିବାଦରେ ଓଡିଶା ଦୁଗ୍ଦ ଉତ୍ପାଦକ ସଂଗ୍ରାମ ସମିତି ପକ୍ଷରୁ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାର ଦୁଗ୍ଧ ଢାଳି ଅଭିନବ ପ୍ରତିବାଦ କରାଯାଇଛି। ଏହାସହ ଚାଷୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ବେକାର ଯୁବକମାନେ ଋଣ କରି ଗୋପାଳନ ବ୍ୟବସାୟ କରୁଥିବା ବେଳେ ଚାଷୀଙ୍କଠାରୁ ସରକାର ଦୁଗ୍ଧ କିଣୁ ନାହାନ୍ତି। ଚାଷୀ ବିକ୍ରି କରୁଥିବା କ୍ଷୀରର ସର୍ବନିମ୍ନ ମୂଲ୍ୟ ଲିଟର ପିଛା ୩୦ଟଙ୍କା ଦେବା ପାଇଁ ଦୁଗ୍ଧ ଉତ୍ପାଦକ ସଂଘ ଦାବି କରିଛି। ଏହାସହ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ କ୍ଷୀର ଦେବାକୁ ସଂଘ ଦାବି କରିଛି। ଯଦି ସରକାର ଚାଷୀଙ୍କ ଦାବି ପ୍ରତି ଦୃଷ୍ଟି ନ ଦିଅନ୍ତି ଆଗାମୀ ଦିନରେ ରାଜ୍ୟବାପୀ ଆନ୍ଦୋଳନ କରାଯିବ ବୋଲି ସମିତି ପକ୍ଷରୁ  ଚେତାବନୀ ଦିଆଯାଇଛି।

ଓଡିଶା ଦୁଗ୍ଧ ଉପାଦକ ସଂଗ୍ରାମ ସମିତି ସଭାପତି ଜନ୍ମେଜୟ ଜେନା କହିଛନ୍ତି, “ଦୁଗ୍ଧ ଉତ୍ପାଦନ କରି ପେଟ ପୋଷୁଥିବା ଚାଷୀମାନଙ୍କ ପେଟରେ ସରକାର ଲାତ ମାରିଛନ୍ତି। ସରକାର ଚାଷୀଙ୍କ ଦୁଗ୍ଧ ସଂଗ୍ରହ ସମିତିରୁ ଦୁଗ୍ଧ କମ୍ ସଂଗ୍ରହ କରୁଥିବାରୁ ତାହାର ପ୍ରତିବାଦ କରି ଆମେ ଆନ୍ଦୋଳନ କରିଛୁ। ଯଦି ସରକାର ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ ନ କରନ୍ତି ତାହାହେଲେ ଆଗାମୀ ଦିନରେ ବିଧାନସଭା ଆଗରେ ଆମେ ସମସ୍ତେ ଆତ୍ମାହୁତି ଦେବୁ।”

 ଜଣେ ଦୁଗ୍ଧ ଚାଷୀ କହିଛନ୍ତି, “ଆମେ ବ୍ୟାଙ୍କ, ମହିଳା ସମିତି ଓ ବିଭିନ୍ନ ସଂସ୍ଥାରୁ ଋଣ କରି ଗାଈ କିଣିଛୁ। ସରକାର ଯଦି ଆମ ଦୁଗ୍ଧ ନ ନିଅନ୍ତି ତାହା ହେଲେ ଆମେ କିପରି ଋଣ ଶୁଝିବୁ। ସରକାର ଆମ କଥା ନ ଶୁଣିଲେ ବାଧ୍ୟ ହୋଇ ଆମେ ଆତ୍ମହତ୍ୟା କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story