ଧରାପଡ଼ିଲେ ଫୁଲ୍‌ ଟାଇମ୍ ପୋଲିସ୍, ପାର୍ଟ ଟାଇମ୍ ଚୋର; ଟ୍ରେନ୍‌ରେ କରୁଥିଲେ ହାତ ସଫେଇ

ଭୁବନେଶ୍ୱର: ପୋଲିସକୁ ବାନ୍ଧିଲା ପୋଲିସ୍। ଟ୍ରେନ୍ ଯାତ୍ରୀଙ୍କଠାରୁ ଚୋରି ଅଭିଯୋଗରେ ଜଣେ ଜିଆରପି କନ୍‌ଷ୍ଟେବଲ ଗିରଫ ହୋଇଛନ୍ତି। ଗତ କିଛି ଦିନ ହେଲା ନିଜ ଡ୍ୟୁଟି ସରିବା ପରେ ଭୁବନେଶ୍ୱର-ବିଶାଖାପାଟଣା ରୁଟ୍‌ରେ ସେ ନିୟମିତ ଏଭଳି ଚୋରି କରୁଥିବା ଅଭିଯୋଗ ହୋଇଛି। ଏ ବ୍ୟକ୍ତି ଜଣକ ହେଲେ ସୁଧୀର ପ୍ରଧାନ। ପେସାରେ ଜିଆରପି କନ୍‌ଷ୍ଟେବଲ। ଡ୍ୟୁଟି ଟ୍ରେନ୍ ଗାର୍ଡ କରିବା। ହେଲେ ଟ୍ରେନରେ ଚୋରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତାଙ୍କ ଚୋରି କରିବା ତରିକା ଥିଲା […]

constable

constable

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 10:36 AM IST

Sports

Latest News

ଭୁବନେଶ୍ୱର: ପୋଲିସକୁ ବାନ୍ଧିଲା ପୋଲିସ୍। ଟ୍ରେନ୍ ଯାତ୍ରୀଙ୍କଠାରୁ ଚୋରି ଅଭିଯୋଗରେ ଜଣେ ଜିଆରପି କନ୍‌ଷ୍ଟେବଲ ଗିରଫ ହୋଇଛନ୍ତି। ଗତ କିଛି ଦିନ ହେଲା ନିଜ ଡ୍ୟୁଟି ସରିବା ପରେ ଭୁବନେଶ୍ୱର-ବିଶାଖାପାଟଣା ରୁଟ୍‌ରେ ସେ ନିୟମିତ ଏଭଳି ଚୋରି କରୁଥିବା ଅଭିଯୋଗ ହୋଇଛି।

ଏ ବ୍ୟକ୍ତି ଜଣକ ହେଲେ ସୁଧୀର ପ୍ରଧାନ। ପେସାରେ ଜିଆରପି କନ୍‌ଷ୍ଟେବଲ। ଡ୍ୟୁଟି ଟ୍ରେନ୍ ଗାର୍ଡ କରିବା। ହେଲେ ଟ୍ରେନରେ ଚୋରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତାଙ୍କ ଚୋରି କରିବା ତରିକା ଥିଲା ପୂରା ଭିନ୍ନ। ସଂଧ୍ୟାରେ ଡ୍ୟୁଟି ସରିବା ପରେ ବାହାରୁଥିଲେ ଚୋରି ଡ୍ୟୁଟିରେ। ୟୁନିଫର୍ମ ପିନ୍ଧି ଭୁବନେଶ୍ୱର-ବିଶାଖପାଟଣା ରୁଟ୍‌ରେ ଟ୍ରେନ୍‌ରେ ଉଠୁଥିଲେ। ପୁଣି ଏକ ଟ୍ରେନ୍‌ରେ ଫେରୁଥିଲେ। ଏଇ ଯିବା ଆସିବା ବାଟରେ ହାତ ସଫେଇ ଦେଖାଉଥିଲେ। ସୁଧୀର ୟୁନିଫର୍ମରେ ଥିବାରୁ ତାଙ୍କ ଉପରେ କେହି ସନ୍ଦେହ ବି କରୁ ନ ଥିଲେ।

ଗତକାଲି ବିଶାଖପାଟଣାରୁ ହୀରାକୁଦ ଏକ୍ସପ୍ରେସରୁ ଫେରିବା ବେଳେ ଜଣେ ଟିଟିଇଙ୍କ ମୋବାଇଲ୍ ଫୋନ୍ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି। କେବଳ ମୋବାଇଲ୍ ନୁହେଁ, ସେହି ରାତିରେ ସେ ଯାତ୍ରୀଙ୍କଠାରୁ ସୁନା ଚେନ, କାନଫୁଲ ସହ ୪ ହଜାରରୁ ଅଧିକ ଟଙ୍କା ବି ଚୋରି କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଖାକି ପୋଷାକର ଫାଇଦା ଉଠାଇ ଯାତ୍ରୀଙ୍କଠାରୁ ଜବରଦସ୍ତ ଟଙ୍କା ଆଦାୟ ବି କରୁଥିଲେ ସୁଧୀର। କେତେବେଳେ ଟିକେଟ୍ ଚେକିଂ ବାହାନାରେ ତ କେତେବେଳେ ଲଗେଜ୍ ଚାର୍ଜ ନାଁରେ ଆଦାୟ କରୁଥିଲେ ଫାଇନ୍।

ସୁଧୀର ଏକାକି ଏଭଳି କରୁଥିଲେ, ନାଁ ତାଙ୍କର ଆଉ କେହି ସହଯୋଗ ଥିଲେ, ଜିଆରପି ତାର ଖୋଳତାଡ଼ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story