ଲଜ୍ଜା: ଏମ୍‌ଏମ୍‌ଏସ୍‌ ବୁଲୁଛି ମୟୂରଭଞ୍ଜରେ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଅସଦାଚରଣରେ ଶିକାର ହୋଇଛନ୍ତି। ଦୁଇ ଜଣ ନବମ ଶ୍ରେଣୀ ଛାତ୍ର ଏପରି ଅସଦାଚରଣର କରିଥିବା ଅଭିଯୋଗ ହୋଇଛି। ଛାତ୍ର ଦୁଇ ଜଣ ଅସଦାଚରଣର ଭିଡିଓ ସୋସିଆଲ ମିଡ଼ିଆରେ ଛାଡ଼ିଥିବା ଅଭିଯୋଗ ହୋଇଛି। ଏନେଇ କୁଳିଅଣା ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଜଣେ ନାବାଳକ ଛାତ୍ରକୁ ଗିରଫ କରିଛି। ଛାତ୍ରୀ ଜଣକ ଗାଁ ପାର୍ଶ୍ୱ ନଈକୁ […]

kuleana thala

kuleana thala

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 09:13 PM IST

Sports

Latest News

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଅସଦାଚରଣରେ ଶିକାର ହୋଇଛନ୍ତି। ଦୁଇ ଜଣ ନବମ ଶ୍ରେଣୀ ଛାତ୍ର ଏପରି ଅସଦାଚରଣର କରିଥିବା ଅଭିଯୋଗ ହୋଇଛି। ଛାତ୍ର ଦୁଇ ଜଣ ଅସଦାଚରଣର ଭିଡିଓ ସୋସିଆଲ ମିଡ଼ିଆରେ ଛାଡ଼ିଥିବା ଅଭିଯୋଗ ହୋଇଛି। ଏନେଇ କୁଳିଅଣା ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଜଣେ ନାବାଳକ ଛାତ୍ରକୁ ଗିରଫ କରିଛି।

ଛାତ୍ରୀ ଜଣକ ଗାଁ ପାର୍ଶ୍ୱ ନଈକୁ ଗାଧୋଇ ଆସୁଥିବା ବେଳେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଓ ତାଙ୍କ ସାଙ୍ଗ ତାଙ୍କୁ ଡାକି ଅସଦାଚରଣ କରିଥିଲେ। ପରେ ମୋବାଇଲରେ ଭିଡିଓ ରେକଡିଂ କରି ଏମ୍‌ଏମ୍‌ଏସ୍‌ କରି ଭାଇରାଲ କରି ଦେଇଥିଲେ।

ଛାତ୍ରୀ ଜଣକ କହିଛନ୍ତି,“ନଈରୁ ଗାଧୋଇ ଆସୁଥିବା ସମୟରେ ଦୁଇ ଜଣ ପୁଅ ପିଲା ଫଟୋ ଉଠାଇବାକୁ ଡାକିଥିଲେ। ଏଥିରେ ରାଜି ନହେବାରୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ମୋ ସହିତ ଅସଦାଚରଣ କରି ଫଟୋ ଓ ଭିଡିଓ ରେକଡିଂ କରି ଭାଇରାଲ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story