‘ମୁଁ ଉଡି ଆସିଥିବା ଚଢ଼େଇ ନୁହେଁ: ମୁହଁ ଟାଣ କଲେ ହରିପ୍ରସାଦ

ଭୁବନେଶ୍ୱର: ମୁଁ ଉଡି ଆସିଥିବା ଚଢ଼େଇ ନୁହେଁ। କଂଗ୍ରେସ ସହିତ ୪୦ ବର୍ଷ ଧରି ରହିଛି ଏବଂ ଆଗକୁ ରହିବି। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିବି ବୋଲି ଆଜି ବି.କେ. ହରିପ୍ରସାଦ କହିଛନ୍ତି। ଓଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାସ୍ତ ହୋଇଥିଲା। ରାଜ୍ୟ ପ୍ରଭାରୀ ହିସାବରେ ପରାସ୍ତର ଉତ୍ତରଦାୟୀ ମୁଁ ନିଜେ। ଏନେଇ ସବିଶେଷ ତଥ୍ୟ କଂଗ୍ରେସ ଅଧ୍ୟକ୍ଷାଙ୍କୁ ଦେଇଛି। ଅଧ୍ୟକ୍ଷା ଯାହା ନିଷ୍ପତ୍ତି ନେବେ ତାକୁ […]

hariprasad

Rakesh Mallick
  • Published: Tuesday, 14 March 2017
  • , Updated: 14 March 2017, 03:15 PM IST

ଭୁବନେଶ୍ୱର: ମୁଁ ଉଡି ଆସିଥିବା ଚଢ଼େଇ ନୁହେଁ। କଂଗ୍ରେସ ସହିତ ୪୦ ବର୍ଷ ଧରି ରହିଛି ଏବଂ ଆଗକୁ ରହିବି। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିବି ବୋଲି ଆଜି ବି.କେ. ହରିପ୍ରସାଦ କହିଛନ୍ତି।

ଓଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାସ୍ତ ହୋଇଥିଲା। ରାଜ୍ୟ ପ୍ରଭାରୀ ହିସାବରେ ପରାସ୍ତର ଉତ୍ତରଦାୟୀ ମୁଁ ନିଜେ। ଏନେଇ ସବିଶେଷ ତଥ୍ୟ କଂଗ୍ରେସ ଅଧ୍ୟକ୍ଷାଙ୍କୁ ଦେଇଛି। ଅଧ୍ୟକ୍ଷା ଯାହା ନିଷ୍ପତ୍ତି ନେବେ ତାକୁ ମୁଁ ଗ୍ରହଣ କରିବି।”

Related story