କ୍ୟାନସର ଆଶଙ୍କା ଦୂର କରେ ମକା

ବର୍ଷା ଦିନେ ମକା ଖାଇବାର ମଜା ନିଆରା। ପୋଡା ମକା ନହେଲେ ଆଜିକାଲି ବଜାରରେ ମିଳୁଥିବା ମିଠା ମକା ଉଭୟ ଖୁବ୍‌ ସ୍ୱାଦିଷ୍ଟ। ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା ମକା ଯେ କବଳ ଖାଇବାକୁ ଭଲ ଲାଗେ ତାହା ନୁହେଁ, ଏହା ଶରୀର ଉପଯୋଗୀ ମଧ୍ୟ। ଆଜି ଆମେ ଆପଣଙ୍କୁ ମକାର ଉପକାରିତା ସମ୍ପର୍କରେ ଜଣାଇବୁ। ଏହାପରେ ଆପଣ ବୋଧହୁଏ ମକା ଅଧିକରୁ ଅଧିକ ଖାଇବାକୁ ଚାହିଁବେ। ୧) ମକା ଓଜନ୍‌ କମ୍‌ କରିବାର ସହାୟକ ହୋଇଥାଏ। ୨) […]

corn

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 11:25 AM IST

ବର୍ଷା ଦିନେ ମକା ଖାଇବାର ମଜା ନିଆରା। ପୋଡା ମକା ନହେଲେ ଆଜିକାଲି ବଜାରରେ ମିଳୁଥିବା ମିଠା ମକା ଉଭୟ ଖୁବ୍‌ ସ୍ୱାଦିଷ୍ଟ। ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା ମକା ଯେ କବଳ ଖାଇବାକୁ ଭଲ ଲାଗେ ତାହା ନୁହେଁ, ଏହା ଶରୀର ଉପଯୋଗୀ ମଧ୍ୟ। ଆଜି ଆମେ ଆପଣଙ୍କୁ ମକାର ଉପକାରିତା ସମ୍ପର୍କରେ ଜଣାଇବୁ। ଏହାପରେ ଆପଣ ବୋଧହୁଏ ମକା ଅଧିକରୁ ଅଧିକ ଖାଇବାକୁ ଚାହିଁବେ।

୧) ମକା ଓଜନ୍‌ କମ୍‌ କରିବାର ସହାୟକ ହୋଇଥାଏ।

୨) ହାଡ ମଜବୁତ୍‌ କରିଥାଏ।

୩) କ୍ୟାନସର୍‌ ଆଶଙ୍କା ଦୂର କରେ॥

୪) ଅଲ୍‌ସର ହେବାରୁ ରକ୍ଷାକରେ।

୫) ଏନିମିଆରୁ ରକ୍ଷା କରେ॥

୬)ସ୍ମରଣଶକ୍ତି ବଢାଏ।

୭)ଦାନ୍ତ ମଜଭୁତ୍‌ କରିଥାଏ।

୮) ହୃଦ୍‌ରୋଗରୁ ରକ୍ଷାକରେ॥

୯) ମକାରେ ଭିଟାମିନ୍‌, ମିନେରାଲ୍ସ, ଜରୁରୀ ଆଣ୍ଟି ଅକ୍ସିଡାଣ୍ଟସ୍‌  ମିଳିଥାଏ। ଯାହା ଭୟଙ୍କର ରୋଗରରୁ ରକ୍ଷା ଦେଇଥାଏ।

୧୦) ମକା ମଞ୍ଜିରେ ଭିଟାମିନ୍‌ 'ଏ' ରହିଥାଏ। ଯାହ ଆମ ଚର୍ମ ଉପରେ ଭଲ ପ୍ରଭାବ ପକାଇଥାଏ।

Related story