ରାସ୍ତା ଉପରେ ଅଚାନକ ଅବତରଣ କଲା ପବନହଂସ

Ordigital Desk
  • Published: Tuesday, 18 July 2017
  • , Updated: 18 July 2017, 06:37 PM IST
<p>କୋରାପୁଟ: ଜରୁରୀ ଅବତରଣ କଲା ପବନହଂସ। ରାସ୍ତା ମଝିରେ ଓହ୍ଲାଇଲା ହେଲିକପ୍ଟର&nbsp; ପବନହଂସ। ଖରାପ ପାଗ ଯୋଗୁ ଆଜି କୋରାପୁଟ ନିକଟରେ ଜରୁରୀ ଅବତରଣ କରିଛି &nbsp;ଏହି ହେଲିକପ୍ଟର। &nbsp;ଭୁବନେଶ୍ୱରରୁ କୋରାପୁଟ ଯାଉଥିଲା ଏହି ହେଲିକପ୍ଟର। ହେଲେ ଖରାପ ପାଗ ଯୋଗୁ ମାଛରା ଛକରେ ପାଇଲଟ ଏହାକୁ ଜୁରୁରୀ ଅବତରଣ କରିଛନ୍ତି।</p> <p>ହେଲିକପ୍ଟରଟି କୋରାପୁଟରୁ ବିଏସଏଫ ଯବାନଙ୍କୁ ନେଇ ବିଶାଖାପାଟଣା ଯାଇଥାନ୍ତା। ସୂଚନା ଅନୁଯାୟୀ ଗତ ରବିବାରଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। &nbsp;ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି।</p>

Related story