ଖରାଦିନେ ଭୋଗିପାରନ୍ତି ହୃଦ୍‌ରୋଗ, ଆପଣାନ୍ତୁ ଏସବୁ ସତର୍କତା ପଦକ୍ଷେପ

ଖରାଦିନ  ହୃଦରୋଗୀଙ୍କ ପାଇଁ ବିପଦ। କାରଣ ଏହି ଦିନମାନଙ୍କରେ ବାହାରର ଅତ୍ୟଧିକ ତାପମାତ୍ରା ଶରୀରକୁ ଗରମ କରିଦେଇଥାଏ। ଫଳରେ ହୃଦୟ ଉପରେ ଏହାର ପ୍ରଭାବ ପଡ଼ିଥାଏ। ସେଥିପାଇଁ ଶରୀରକୁ ଥଣ୍ଡା କରିବା ପାଇଁ ଝାଳର ଆବଶ୍ୟକ। ଶରୀରରୁ ଝାଳ ନିର୍ଗତ ହେଲେ ଶରୀର ଆପେ ଆପେ ଥଣ୍ଡା ହୋଇଯାଏ। କିନ୍ତୁ ଯଦି କୌଣସି କାରଣ ବଶତ ଶରୀର ଥଣ୍ଡା ହେଉ ନାହିଁ, ତେବେ ହୃଦୟରେ ରକ୍ତ ପ୍ରବାହରେ ସମସ୍ୟା ଦେଖାଦେବ। ହୃଦରୋଗ ବିଶେଷଜ୍ଞଙ୍କ ଅନୁୟାୟୀ ଖରାଦିନରେ ବଢ଼ୁଥିବା […]

heart-attack-1186805

heart-attack-1186805

Rakesh Mallick
  • Published: Monday, 28 May 2018
  • Updated: 28 May 2018, 09:04 AM IST

ଖରାଦିନ  ହୃଦରୋଗୀଙ୍କ ପାଇଁ ବିପଦ। କାରଣ ଏହି ଦିନମାନଙ୍କରେ ବାହାରର ଅତ୍ୟଧିକ ତାପମାତ୍ରା ଶରୀରକୁ ଗରମ କରିଦେଇଥାଏ। ଫଳରେ ହୃଦୟ ଉପରେ ଏହାର ପ୍ରଭାବ ପଡ଼ିଥାଏ। ସେଥିପାଇଁ ଶରୀରକୁ ଥଣ୍ଡା କରିବା ପାଇଁ ଝାଳର ଆବଶ୍ୟକ। ଶରୀରରୁ ଝାଳ ନିର୍ଗତ ହେଲେ ଶରୀର ଆପେ ଆପେ ଥଣ୍ଡା ହୋଇଯାଏ। କିନ୍ତୁ ଯଦି କୌଣସି କାରଣ ବଶତ ଶରୀର ଥଣ୍ଡା ହେଉ ନାହିଁ, ତେବେ ହୃଦୟରେ ରକ୍ତ ପ୍ରବାହରେ ସମସ୍ୟା ଦେଖାଦେବ। ହୃଦରୋଗ ବିଶେଷଜ୍ଞଙ୍କ ଅନୁୟାୟୀ ଖରାଦିନରେ ବଢ଼ୁଥିବା ତାପମାତ୍ରା ଯୋଗୁଁ ଗତ କିଛି ବର୍ଷ ହେବ ଅନେକ ଲୋକଙ୍କ ପାଖରେ ବିଭନ୍ନ ହୃଦ୍‌ଜନିତ ରୋଗ ଦେଖିବାକୁ ମିଳିଛି। ବିଶେଷ କରି ଅନେକ ଲୋକଙ୍କୁ ହାର୍ଟଆଟାକ୍‌ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ଖରାଦିନେ ବଢ଼ୁଥିବା ତାପମାତ୍ରାରେ ହୃଦୟର ଯତ୍ନ ନେବା ପାଇଁ ଏହି ସବୁ ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍। ଆସନ୍ତୁ ଜାଣିବା କ’ଣ ସେଗୁଡ଼ିକ।

୧. ଅତ୍ୟଧିକ ଗରମ ହେତୁ ଯଦି ଆପଣ ଅସୁସ୍ଥ ବା ଅସହଜ ଅନୁଭବ କରୁଛନ୍ତି ତେବେ ନିଜର ବ୍ଲଡ ପ୍ରେସର ଚେକ୍‌ କରାନ୍ତୁ। ଯଦି ବ୍ଲଡପ୍ରେସର ସନ୍ତୁଳିତ ଥାଏ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ।

୨. ଖରାବେଳେ ଘରୁ ବାହାରକୁ ଯାଆନ୍ତୁ ନାହିଁ। ଘରେ ଥଣ୍ଡା ବତାବରଣରେ ରହିବାକୁ ଚେଷ୍ଟା କରନ୍ତୁ।

୩. ଯଦି ବାହାରକୁ ଯିବା ଜରୁରୀ ତେବେ ଛତା ନେଇ ଯାଆନ୍ତୁ। ଓ ଛାଇ ଜାଗାରେ ଛିଡ଼ା ହୁଅନ୍ତୁ।

୪. ଯଦି ଆପାଣଙ୍କ ଘରେ ଏସି ନାହିଁ ତେବେ ଖରାପଡ଼ୁଥିବା ଝରକା ଓ କବାଟକୁ ବନ୍ଦ କରି ମୋଟା ପରଦା ଲଗାଇ ଦିଅନ୍ତୁ। ଯଦି ଜରୁରୀ ନାହିଁ ତେବେ ଲାଇଟ୍‌ ବି ବନ୍ଦ କରିଦିଅନ୍ତୁ। ଦେଖିବେ ଘର ଥଣ୍ଡା ଲାଗିବ।

୫. ଯଦି ଆପଣ ଘରେ ଏସି ଲଗାଇପାରିବେ ତେବେ ଏସି ଲଗାଇ ଦିଅନ୍ତୁ। କାରଣ ଅତ୍ୟଧିକ ଗରମରେ କେବଳ ଫ୍ୟାନ୍‌ ହାୱା ଆପଣଙ୍କ ପାଇଁ ଯଥେଷ୍ଟ ନୁହଁ।

୬. ଅଧିକ ଗରମ ହେଲେ ଥଣ୍ଡା ପାଣିରେ ଧୁଆ ଧୋଇ ହୁଅନ୍ତୁ ନ ହେଲେ ଗାଧୋଇ ପଡ଼ନ୍ତୁ।

୭. ଗରମରେ ସବୁବେଳେ ହାଲକା ରଙ୍ଗର ଲୁଗା ପିନ୍ଧନ୍ତୁ।

୮. ଯଥେଷ୍ଟ ପରିମାଣର ପାଣି ପିଅନ୍ତୁ। ସିଗାରେଟ୍‌ କିମ୍ବା ଚା କି କଫି ପିଅନ୍ତୁ ନାହିଁ।

୯. ଘରୁ ବାହାରକୁ ଯିବାବେଳେ ନିଜ ପାଖରେ ଫୋନ୍‌ ରଖନ୍ତୁ। ଯଦି କିଛି ବି ଅସୁସ୍ଥତା ଅନୁଭବ କରନ୍ତି ତେବେ ତୁରନ୍ତ ପରିବାର କିମ୍ବା ବନ୍ଧୁମାନଙ୍କୁ ଫୋନ୍‌ କରି ଜଣାଇ ଦିଅନ୍ତୁ।

୧୦. ଉଚ୍ଚ ରକ୍ତ ଚାପ, ଡାଇବେଟିଜ୍‌ କିମ୍ବା କୋଲେଷ୍ଟ୍ରୋଲ୍ ଥିବା ବୟସ୍କ ବ୍ୟକ୍ତିଙ୍କୁ ଖରାଦିନରେ ନିଜର ଅଧିକ ଧ୍ୟାନ ରଖିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story