ଶୀତଦିନେ ଓଠ ଫାଟିବାରୁ ମୁକ୍ତି ଦେବ ଘରୋଇ ଲିପ୍‌ବାମ: ଜାଣନ୍ତୁ, କେମିତି ବନାଇବେ

ଶାତ ଦିନେ ଅତ୍ୟଧିକ ଥଣ୍ଡା ହେତୁ ଆମକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ସେଥିମଧ୍ୟରୁ ରୁକ୍ଷ ତ୍ୱଚା ଓ ଫଟା ଓଠର ସମସ୍ୟା ମୁଖ୍ୟ। ଏହି ଦିନେ ଓଠକୁ ନରମ ରଖିବା ବଡ଼ କାଠିକର କାମ ହୋଇଥାଏ। ବାରମ୍ବାର ଲିପ୍ ବାମ ଲଗାଇଲେ ମଧ୍ୟ ଓଠ ଫାଟିବାରୁ ମୁକ୍ତି ମିଳି ନଥାଏ। ବଜାରରେ ମିଳୁଥିବା ଲିପ୍‌ବାମରୁ ଅଧିକାଂଶ କୌଣସି କାମ ଦେବା ତ ଦୂର ଓଠକୁ କଳା ପକାଇ ଦେଇଥାଏ। ତେଣୁ ଏପରି ଲିପବାମ୍ ବ୍ୟବହାର […]

lipbalm

lipbalm

Rakesh Mallick
  • Published: Monday, 27 November 2017
  • Updated: 27 November 2017, 10:46 AM IST

Sports

Latest News

ଶାତ ଦିନେ ଅତ୍ୟଧିକ ଥଣ୍ଡା ହେତୁ ଆମକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ସେଥିମଧ୍ୟରୁ ରୁକ୍ଷ ତ୍ୱଚା ଓ ଫଟା ଓଠର ସମସ୍ୟା ମୁଖ୍ୟ। ଏହି ଦିନେ ଓଠକୁ ନରମ ରଖିବା ବଡ଼ କାଠିକର କାମ ହୋଇଥାଏ। ବାରମ୍ବାର ଲିପ୍ ବାମ ଲଗାଇଲେ ମଧ୍ୟ ଓଠ ଫାଟିବାରୁ ମୁକ୍ତି ମିଳି ନଥାଏ। ବଜାରରେ ମିଳୁଥିବା ଲିପ୍‌ବାମରୁ ଅଧିକାଂଶ କୌଣସି କାମ ଦେବା ତ ଦୂର ଓଠକୁ କଳା ପକାଇ ଦେଇଥାଏ। ତେଣୁ ଏପରି ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରେ ଆପଣ ନିଜେ ଏହାକୁ ବନାଇ ବ୍ୟବହାର କରିପାରିବେ। ଯାହା ପ୍ରାକୃତିକ ହେବା ସହ କେମିକାଲ ମିଶା ଦାମୀ କମ୍ପାନୀଙ୍କ ଲିପ୍‌ବାମ୍‌ଠାରୁ ହଜାରେ ଗୁଣ ଭଲ। ଆସନ୍ତୁ ଜାଣିବା ଘରେ ଲିପ୍‌ବାମ ବନାଇବାର ଉପାୟ।

କିପରି ବନାଇବେ: ଏକ ପାତ୍ରରେ ପେଟ୍ରୋଲିୟମ ଜେଲି ବା ଭେସଲିନ୍ ଗରମ କରନ୍ତୁ। ହାଲକା ରଙ୍ଗ ଆଣିବା ପାଇଁ ନିଜ ପସନ୍ଦର ଲିପ୍‌ଷ୍ଟିକ୍‌ରୁ ଟିକେ କାଟି ପକାନ୍ତୁ। ଏହା ଭ୍ୟାସଲିନ୍ ସହ ମିଳେଇ ହୋଇଯିବା ପର୍ଯ୍ୟନ୍ତ ଗରମ କରନ୍ତୁ। ଏଥିରେ ସାମାନ୍ୟ ସୁଗନ୍ଧ ଆଣିବା ପାଇଁ କୌଣସି ପ୍ରକାରର ଜୁସ୍ କିମ୍ବା ଅର୍କ ମିଶାନ୍ତୁ। ଏଥିରେ ଆପଣ ଅଳ୍ପ ପରିମାଣରେ ନଡ଼ିଆ ତେଲ ମଧ୍ୟ ମିଶାଇ ପାରିବେ। ଏହାକୁ କିଛି ସମୟ ବାହାରେ ରଖି ଦିଅନ୍ତୁ, ଥଣ୍ଡା ହୋଇଗଲେ ଏହାକୁ ଏକ ଛୋଟ ଜାଗାରେ ଭର୍ତ୍ତି କରି ରଖନ୍ତୁ ଓ ଦରକାର ସମୟରେ କାଢ଼ି ଲଗାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story