ଆଖି ତଳୁ କଳାଦାଗ ଦୂର କରିବାର ଘରୋଇ ଉପଚାର

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଚେହେରାର ମୁଖ୍ୟ ଆକର୍ଷଣ ହେଉଛି ଆଖି। ତେଣୁ ଯାହା ଆଖି ଯେତେ ସୁନ୍ଦର ସେ ସେତେ ସୁନ୍ଦର ବୋଲି କୁହାଯାଏ। ଆଖିର ଯତ୍ନ ନନେଲେ ଆପଣଙ୍କ ସୁନ୍ଦରତା ଉପରେ ବିଶେଷ ପ୍ରଭାବ ପକାଇଥାଏ। ଆଖିର ଅନେକ ସମସ୍ୟା ରହିଛି। ସେଥିମଧ୍ୟରୁ ଆଖିତଳ କଳା ପଡିବା ଅନ୍ୟତମ। ରାତି ଅନିଦ୍ରା ହେଲେ, ଶରୀରରେ ପୋଷଣ ତତ୍ୱ କମ୍ ଥିଲେ କିମ୍ବା ଅଧିକ ସମୟ ଫୋନ୍ କିମ୍ବା କମ୍ପ୍ୟୁଟର ବ୍ୟବହାର କଲେ ଏହି ସମସ୍ୟା ଦେଖାଦିଏ। କଳାଦାଗ ଦୂର କରିବା ପାଇଁ କିଛି ଘରୋଇ ଉପଚାର ରହିଛି। ରାତିରେ ଶୋଇବା ସମୟରେ କିଛି ବାଦାମ ତେଲକୁ ଆଖି ତଳେ ଲଗାଇ ଶୁଅନ୍ତୁ, ସକାଳେ ଉଠିବା ପରେ ମୁହଁ ଧୋଇଦିଅନ୍ତୁ। ଏବଂ ଅଧ ଚାମଚ ଟମାଟୋ ରସ ଓ ଅଧ ଚାମଚ ଲେମ୍ବୁ ରସ ମିସାଇ ମୁହଁରେ ଲଗାନ୍ତୁ ଓ୧୫ମିନିଟ୍&zwnj; ପରେ ମୁହଁ ଧୋଇ ଦିଅନ୍ତୁ। ୧୫ଦିନ ଏପିରି କରନ୍ତୁ। ଆଖି ତଳୁ କଳାଦାଗ ଚାଲିଯିବ।</p>

Ordigital Desk
  • Published: Monday, 08 January 2018
  • Updated: 08 January 2018, 09:51 AM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଚେହେରାର ମୁଖ୍ୟ ଆକର୍ଷଣ ହେଉଛି ଆଖି। ତେଣୁ ଯାହା ଆଖି ଯେତେ ସୁନ୍ଦର ସେ ସେତେ ସୁନ୍ଦର ବୋଲି କୁହାଯାଏ। ଆଖିର ଯତ୍ନ ନନେଲେ ଆପଣଙ୍କ ସୁନ୍ଦରତା ଉପରେ ବିଶେଷ ପ୍ରଭାବ ପକାଇଥାଏ। ଆଖିର ଅନେକ ସମସ୍ୟା ରହିଛି। ସେଥିମଧ୍ୟରୁ ଆଖିତଳ କଳା ପଡିବା ଅନ୍ୟତମ। ରାତି ଅନିଦ୍ରା ହେଲେ, ଶରୀରରେ ପୋଷଣ ତତ୍ୱ କମ୍ ଥିଲେ କିମ୍ବା ଅଧିକ ସମୟ ଫୋନ୍ କିମ୍ବା କମ୍ପ୍ୟୁଟର ବ୍ୟବହାର କଲେ ଏହି ସମସ୍ୟା ଦେଖାଦିଏ। କଳାଦାଗ ଦୂର କରିବା ପାଇଁ କିଛି ଘରୋଇ ଉପଚାର ରହିଛି। ରାତିରେ ଶୋଇବା ସମୟରେ କିଛି ବାଦାମ ତେଲକୁ ଆଖି ତଳେ ଲଗାଇ ଶୁଅନ୍ତୁ, ସକାଳେ ଉଠିବା ପରେ ମୁହଁ ଧୋଇଦିଅନ୍ତୁ। ଏବଂ ଅଧ ଚାମଚ ଟମାଟୋ ରସ ଓ ଅଧ ଚାମଚ ଲେମ୍ବୁ ରସ ମିସାଇ ମୁହଁରେ ଲଗାନ୍ତୁ ଓ୧୫ମିନିଟ୍&zwnj; ପରେ ମୁହଁ ଧୋଇ ଦିଅନ୍ତୁ। ୧୫ଦିନ ଏପିରି କରନ୍ତୁ। ଆଖି ତଳୁ କଳାଦାଗ ଚାଲିଯିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos