ଜାଣନ୍ତୁ ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବାର ଘରୋଇ ଉପଚାର

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଣ୍ଠୁ ଗଣ୍ଠି ବିନ୍ଧା ଏକ ସାଧାରଣ ସମସ୍ୟା। ବୟସ ବଢିଗଲେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖାଦିଏ। କିନ୍ତୁ ଆଜିକାଲି ଶରୀରରେ ପୃଷ୍ଟିସାର ଅଭାବରୁ ଏହି ସମସ୍ୟା କମ୍&zwnj; ବୟସ୍କ ପିଲାମାନଙ୍କଠାରେ ମଧ୍ୟ ଦେଖାଦେଉଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ବ୍ୟାୟାମ ଓ ପୃଷ୍ଟିକର ଖାଦ୍ୟ ନିହାତି ଜରୁରୀ। ଏହା ବ୍ୟତିତ ଏଥିରୁ ମୁକ୍ତି ପାଇଁ ମହୌଷଧୀ ହେଉଛି ଚା&#039;। ହଁ, ନିୟମିତ କିଛି ଲୋକ ଚା&#039; ପିଅନ୍ତି। ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ଜନିତ ସସସ୍ୟା ରହିଛି ତେବେ ଚା&#039;ରେ କିଛି ଅଦା ପକାଇ ପିଅନ୍ତୁ। ଏଥିସହ ଖାଇବା ବେଳେ ୫ଟି ଲବଙ୍ଗ ଚୋବେଇ ଖାଆନ୍ତୁ ଏବଂ ସବୁବେଳେ ବସିକି ପାଣିପାଅନ୍ତୁ। ଏହି ଉପାୟକୁ ଅବଲମ୍ବନ କରନ୍ତୁ , ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା କମ୍&zwnj; ହୋଇଯିବ।</p>

Ordigital Desk
  • Published: Thursday, 11 January 2018
  • Updated: 11 January 2018, 03:12 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଣ୍ଠୁ ଗଣ୍ଠି ବିନ୍ଧା ଏକ ସାଧାରଣ ସମସ୍ୟା। ବୟସ ବଢିଗଲେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖାଦିଏ। କିନ୍ତୁ ଆଜିକାଲି ଶରୀରରେ ପୃଷ୍ଟିସାର ଅଭାବରୁ ଏହି ସମସ୍ୟା କମ୍&zwnj; ବୟସ୍କ ପିଲାମାନଙ୍କଠାରେ ମଧ୍ୟ ଦେଖାଦେଉଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ବ୍ୟାୟାମ ଓ ପୃଷ୍ଟିକର ଖାଦ୍ୟ ନିହାତି ଜରୁରୀ। ଏହା ବ୍ୟତିତ ଏଥିରୁ ମୁକ୍ତି ପାଇଁ ମହୌଷଧୀ ହେଉଛି ଚା&#039;। ହଁ, ନିୟମିତ କିଛି ଲୋକ ଚା&#039; ପିଅନ୍ତି। ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ଜନିତ ସସସ୍ୟା ରହିଛି ତେବେ ଚା&#039;ରେ କିଛି ଅଦା ପକାଇ ପିଅନ୍ତୁ। ଏଥିସହ ଖାଇବା ବେଳେ ୫ଟି ଲବଙ୍ଗ ଚୋବେଇ ଖାଆନ୍ତୁ ଏବଂ ସବୁବେଳେ ବସିକି ପାଣିପାଅନ୍ତୁ। ଏହି ଉପାୟକୁ ଅବଲମ୍ବନ କରନ୍ତୁ , ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା କମ୍&zwnj; ହୋଇଯିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos