ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ କ୍ଷେତ୍ର ମଜଭୁତ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।
ବୃଷ: ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି ରହିଥିବା ଧନ ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ।
ମିଥୁନ: ଅଯଥା ଖର୍ଚ୍ଚ କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ଋଣ କରି ପାରନ୍ତି।
କର୍କଟ: ଧନ ପ୍ରାପ୍ତି ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଦୂର ସ୍ଥାନକୁ ଯାତ୍ରାର ଯୋଗ ରହିଛି।
ସିଂହ: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ନିଜ ପିଲାମାନଙ୍କ ଯତ୍ନ ନିଅନ୍ତୁ। ଚାକିରି କ୍ଷେତ୍ରରେ ଉନ୍ନତି ଆସିବ।
କନ୍ୟା: ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।
ତୁଳା: ମାନସମ୍ମାନ ମିଳିବ। ଧନପ୍ରାପ୍ତି ହେବ। ଘରକୁ ବନ୍ଧୁ ଆସିପାରନ୍ତି।
ବିଛା: ପାଠପଢ଼ା ଉପରେ ଗୁରୁତ୍ୱ ଦିଅନ୍ତୁ। ଆର୍ଥିକ କ୍ଷତିରୁ ବର୍ତ୍ତିବାକୁ ଚେଷ୍ଟା କରନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ: ପରିବାରରେ ଶୁଭ କାମ ସଂପୂର୍ଣ୍ଣ ହେବ। ବିବାହ ସ୍ଥିର ହୋଇପାରେ।
ମକର: ବିବାଦ ଭିତରେ ପଶନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ।
କୁମ୍ଭ: ମାଲିମକଦମାରେ ସଫଳତା ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ।
ମୀନ: ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ। ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।