୧୯ ନଭେମ୍ବର, ରବିବାର: ଜାଣନ୍ତୁ ଆଜି କାହା ପାଇଁ ରହିଛି ନୂଆ ବ୍ୟବସାୟ ପ୍ରତିଷ୍ଠାନର ଯୋଗ

ମେଷ: ଆଜି ଆପଣ ଭୂସମ୍ପତ୍ତି ଲାଭ, ରାଜନୈତିକ କ୍ଷେତ୍ରରେ ଉନ୍ନତି, ଶାରୀରିକ ସାମାନ୍ୟ ପୀଡ଼ା, ଦୂରବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇ ଖୁସି ହେବେ। ଜୀବନରେ ଉନ୍ନତି, ଉତ୍ତମ ଭୋଜନ ଓ ବସ୍ତ୍ରାଦି ଲାଭ ହେବ। ବୃଷ: ଆଜି ଆପଣଙ୍କର ସାମାନ୍ୟ ଶୁଭ ଯୋଗ ରହିଛି। ବହୁ ଚିନ୍ତା, ପଡ଼ୋଶୀଙ୍କ ସହ କଳହ, କର୍ମବାନ ଓ ଧନବାନ୍‌ ହେବେ। ବ୍ୟବସାୟରେ ବିରୋଧାଭାବ ହେବ, ସାମାନ୍ୟ ଦୁଃଶ୍ଚିନ୍ତା ଆସିବ। ମିଥୁନ: ଆଜି ଆପଣ଼ ମଧ୍ୟମ ଧରଣର ଫଳ ପାଇବେ। ମନରେ […]

zodaic

zodaic

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 07:08 AM IST

Sports

Latest News

ମେଷ: ଆଜି ଆପଣ ଭୂସମ୍ପତ୍ତି ଲାଭ, ରାଜନୈତିକ କ୍ଷେତ୍ରରେ ଉନ୍ନତି, ଶାରୀରିକ ସାମାନ୍ୟ ପୀଡ଼ା, ଦୂରବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇ ଖୁସି ହେବେ। ଜୀବନରେ ଉନ୍ନତି, ଉତ୍ତମ ଭୋଜନ ଓ ବସ୍ତ୍ରାଦି ଲାଭ ହେବ।

ବୃଷ: ଆଜି ଆପଣଙ୍କର ସାମାନ୍ୟ ଶୁଭ ଯୋଗ ରହିଛି। ବହୁ ଚିନ୍ତା, ପଡ଼ୋଶୀଙ୍କ ସହ କଳହ, କର୍ମବାନ ଓ ଧନବାନ୍‌ ହେବେ। ବ୍ୟବସାୟରେ ବିରୋଧାଭାବ ହେବ, ସାମାନ୍ୟ ଦୁଃଶ୍ଚିନ୍ତା ଆସିବ।

ମିଥୁନ: ଆଜି ଆପଣ଼ ମଧ୍ୟମ ଧରଣର ଫଳ ପାଇବେ। ମନରେ ଶାନ୍ତି, ଧନକ୍ଷୟ, କର୍ମରେ ଉନ୍ନତି, ନୂତନ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ, ଦାମ୍ପତ୍ୟ ସୁଖ ଓ ଅର୍ଥଲାଭ ହେବ। ଏଣୁ ସମସ୍ତ ସମସ୍ୟାର ଲାଘବ ପାଇଁ ନିଜ ଇଷ୍ଟଦେବୀଙ୍କୁ ଆରାଧନା କଲେ ଶୁଭଫଳ ପ୍ରାପ୍ତି ହେବ।

କର୍କଟ: ଆଜି କର୍ମ ଓ ସମ୍ମାନରେ ଲାଭ କରିପାରନ୍ତି। ବହୁଦିନର ଆଶା ପୂରଣ, ମିତ୍ରତାରେ ବୃଦ୍ଧି, ସନ୍ତାନ ଏବଂ ପାରିବାରିକ ସୁଖ ଲାଭ ହେବ।

ସିଂହ: ଆପଣ ଆଜି ବହୁପ୍ରକାର ଚିନ୍ତାର ସମ୍ମୁଖୀନ ହୋଇପାରନ୍ତି। ଶତ୍ରୁ ପ୍ରଭାବ, କଳହ ସୃଷ୍ଟି, ସ୍ତ୍ରୀ ଓ ସନ୍ତାନ ଚିନ୍ତାରେ ଘାରି ହୋଇପାରନ୍ତି। ତେବେ ବିଦ୍ୟାରେ ଉନ୍ନତି, କୃଷିକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ହୋଇପାରେ।

କନ୍ୟା: ମିତ୍ରତା ଓ ବନ୍ଧୁ ଲାଭ, ଦାମ୍ପତ୍ୟ ସୁଖ, ବିଦ୍ୟାରେ ଉନ୍ନତି, ଯାତ୍ରା ଯୋଗ ଓ ମାନସିକ ଶାନ୍ତି ମିଳିବ।

ତୁଳା: ସୁସମ୍ବାଦ ଲାଭ, ସୁଖାଦ୍ୟ ପ୍ରାପ୍ତି, ନୂତନ ବସ୍ତ୍ରାଦି ଲାଭ, କର୍ମ ଓ ବ୍ୟବସାୟରେ ଉନ୍ନତି, କୃଷିକାର୍ଯ୍ୟରେ ବାଧା, ଖର୍ଚ୍ଚାନ୍ତ, ବନ୍ଧୁ ଆଗମନ, ନୂତନ କାର୍ଯ୍ୟ ଲାଭହେବ।

ବିଛା: ଶତ୍ରୁହାନି, କର୍ମରେ ଉନ୍ନତି, ମାନସିକ ଦୁଃଶ୍ଚିନ୍ତା, କୃଷି ଓ ବ୍ୟବସାୟରେ ଉନ୍ନତି ହେବ।

ଧନୁ: ଭୂସମ୍ପତ୍ତି ଓ ଗୃହାଦିରେ ଶୁଭଫଳ, ମାନସିକ ଶାନ୍ତି, ଅର୍ଥଲାଭ, ଦୂରଯାତ୍ରା, ଗୁପ୍ତ ବିବାଦ, କୁଟୁମ୍ବ କିମ୍ବା ପାରିବାରିକ କଳହ, ରାଜକ୍ଷେତ୍ରରେ ଉନ୍ନତି ଓ ପଦପଦବୀ ଲାଭ ହେବ। ଏଣୁ ସମସ୍ତ ସମସ୍ୟାର ଲାଘବ ପାଇଁ ଇଷ୍ଟଦେବୀ ମା ମଙ୍ଗଳାଙ୍କୁ ଆରାଧନା କଲେ ଶୁଭଫଳ ପ୍ରାପ୍ତି ହେବ।

ମକର:ପିତୃମାତୃ ଚିନ୍ତା, ଧନକ୍ଷୟ, ବିବାଦୀୟ ଅବସ୍ଥା, ଅର୍ଥନୈତିକ କ୍ଷେତ୍ରରେ ଅବନ୍ନତି, ଦାମ୍ପତ୍ୟ ସୁଖ ଲାଭ ହେବ । ମା’ ଦକ୍ଷିଣକାଳୀଙ୍କୁ ଆରାଧନା କଲେ ଶୁଭଫଳ ପ୍ରାପ୍ତି ହେବ।

କୁମ୍ଭ:କର୍ମରେ ଉନ୍ନତି, କନ୍ୟା ପକ୍ଷେ ବିବ୍ରତ, ରାଜକ୍ଷେତ୍ରରେ ଓ ବ୍ୟବସାୟରେ ଲାଭ, ଗୁପ୍ତ ଶତ୍ରୁ ଚନ୍ତା, ଅଯଥା କଳହ ହେବ। ଏଣୁ ସମସ୍ତ ସମସ୍ୟାର ଲାଘବ ପାଇଁ ଇଷ୍ଟଦେବୀ ମା’ କାଳୀଙ୍କୁ ଆରାଧନା କଲେ ଶୁଭଫଳ ପ୍ରାପ୍ତି ହେବ।

ମୀନ: କର୍ମ କ୍ଷେତ୍ରରେ ସମ୍ମାନ,ସନ୍ତାନ ପକ୍ଷେ ଶୁଭ ଓ ସ୍ତ୍ରୀଠାରୁ ସାହାଯ୍ୟ ଲାଭ ପାଇବେ। ଅର୍ଥ ଦିଗରେ ଉନ୍ନତି, ବନ୍ଧୁ ଆଗମନ, ଖାଦ୍ୟବସ୍ତ୍ର ପରିଧାନ ଓ ନୂତନ ବ୍ୟବସାୟରେ ଉନ୍ନତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story