ଗୁଗୁଲ୍‌ କେମିତି ଜାଣିପାରେ ଆପଣଙ୍କ ଭାବନାର କଥା ?

ନୂଆଦିଲ୍ଲୀ: କୁହାଯାଏ ଇଶ୍ୱର  ହେଉଛନ୍ତି ସର୍ବଜ୍ଞ ଓ ସର୍ବ ବିଦ୍ୟମାନ। ସେ ପିମ୍ପୁଡି ପାଦର ଶବ୍ଦକୁ ଅନୁଭବ କରିପାରନ୍ତି ଆଉ ବିଶାଳକାୟ ହାତୀର ଗର୍ଜନକୁ ଶୁଣି ପାରନ୍ତି। ସେ ହିଁ ବୁଝି ପାରନ୍ତି ମନର ଭାବନା। ଆଉ ଆଧୁନିକ ଯୁଗରେ ଗୁଗୁଲ୍‌କୁ ଇଶ୍ୱରଙ୍କ ସ୍ୱରୁପ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଆପଣ ଯେତେବେଳେ କୌଣସି ଜିନିଷ ବିଷୟରେ ସର୍ଚ୍ଚକରନ୍ତି ସେ ବାରିନିଏ ଆପଣଙ୍କ ମନର କଥା। ପଢିପାରେ ଆପଣଙ୍କ ଭାବନାର କଥା। ସେଥିପାଇଁ ଆପଣ କିଛି ଗୋଟେ […]

google-instant1-500x321

google-instant1-500x321

Rakesh Mallick
  • Published: Sunday, 29 April 2018
  • Updated: 29 April 2018, 01:41 PM IST

Sports

Latest News

ନୂଆଦିଲ୍ଲୀ: କୁହାଯାଏ ଇଶ୍ୱର  ହେଉଛନ୍ତି ସର୍ବଜ୍ଞ ଓ ସର୍ବ ବିଦ୍ୟମାନ। ସେ ପିମ୍ପୁଡି ପାଦର ଶବ୍ଦକୁ ଅନୁଭବ କରିପାରନ୍ତି ଆଉ ବିଶାଳକାୟ ହାତୀର ଗର୍ଜନକୁ ଶୁଣି ପାରନ୍ତି। ସେ ହିଁ ବୁଝି ପାରନ୍ତି ମନର ଭାବନା। ଆଉ ଆଧୁନିକ ଯୁଗରେ ଗୁଗୁଲ୍‌କୁ ଇଶ୍ୱରଙ୍କ ସ୍ୱରୁପ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଆପଣ ଯେତେବେଳେ କୌଣସି ଜିନିଷ ବିଷୟରେ ସର୍ଚ୍ଚକରନ୍ତି ସେ ବାରିନିଏ ଆପଣଙ୍କ ମନର କଥା। ପଢିପାରେ ଆପଣଙ୍କ ଭାବନାର କଥା। ସେଥିପାଇଁ ଆପଣ କିଛି ଗୋଟେ ଟାଇପ୍‌ କରୁ କରୁ ସେ ଆଗୁଆ ଲେଖିଦିଏ। ତେବେ ଗୁଗୁଲ୍‌  ଦ୍ୱାରା ଏହା କେମିତି ସମ୍ଭବ ହୁଏ ଆସନ୍ତୁ ଜାଣିବା। ଗୁଗୁଲ୍‌ ଯେକୌଣସି ସର୍ଚ୍ଚ ରେଜଲ୍ଟକୁ ୩ସେକେଣ୍ଡ ମଧ୍ୟରେ ଦେଖାଇଥାଏ। ଗୁଗୁଲ୍‌ ସେସବୁ ଶବ୍ଦକୁ ହଟାଇଦିଏ ଯାହା ଭୁଲ୍‌ ଏବଂ ଅନାବଶ୍ୟକ ଥାଏ।

ଏକ ରିପୋର୍ଟରୁ ଜଣାପଡିଛି, 'ଅଟୋ କମ୍ପ୍ଲିଟ୍‌' ପ୍ରେଡିକ୍ସନ(ପୂର୍ବାନୁମାନ) ମାଧ୍ୟମରେ ଗୁଗୁଲ୍‌ ଏସବୁ ଜାଣିପାରେ। ସେସବୁ ଜାଣିବା ପୂର୍ବରୁ ପ୍ରଥମେ ଆପଣଙ୍କୁ ବୁଝିବାକୁ ହେବ ଯେ, ଯେତେବେଳେ ଆପଣ ସର୍ଚ୍ଚ କରନ୍ତି ସେତେବେଳେ ଗୁଗୁଲ୍‌ କେବଳ ଅନୁମାନ ଲଗାଏ। ଗୁଗୁଲ୍‌ ପୂର୍ବରୁ ସର୍ଚ୍ଚ ହୋଇଥିବା ଶବ୍ଦମାନଙ୍କୁ ଦେଖେ ଏବଂ  ଟ୍ରେଣ୍ଡ ଶବ୍ଦ ମାନଙ୍କୁ  ସ୍କ୍ରିନ୍‌ରେ ଦେଖାଏ। ଯେଉଁଟା ଆପଣଙ୍କ ଶବ୍ଦ ସହ ଜଡିତ ଥାଏ।

ଆପଣ ଯଦି ‘San F’ ଟାଇପ୍‌ କରିବେ ଗୁଗଲ୍‌ ‘San Francisco’ର ବିକଳ୍ପ ଦେଖାଇବ। ଯଦି ତୁମେ ଅଲଗା କିଛି ଶବ୍ଦ ଟାଇପ୍‌ କରିବେ ତେବେ ଗୁଗୁଲ୍‌ ଆଉ କିଛି ଶବ୍ଦ ଦେଖାଇବ। ସବୁବେଳେ ଅଟୋ କମ୍ପ୍ଲିଟ୍‌ ପ୍ରେଡିକ୍ସନ ଡିଭାଇସ୍‌ ବଦଳିଥାଏ। ପିସିରେ ଯଦି ଆପଣ ଗୁଗୁଲ୍‌ ସର୍ଚ୍ଚ କରନ୍ତି ତେବେ ଗୋଟେ ଶବ୍ଦ ସହ ଜଡିତ ୧୦ଟି ବିକଳ୍ପ ଦେଖାଇବା ବେଳେ ମୋବାଇଲ୍‌ରେ ୫ଟି ବିକଳ୍ପ ଦେଖାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story