ସୌନ୍ଦର୍ଯ୍ୟ ବଢାଇବାକୁ ଚାହୁଁଛନ୍ତି କି ? ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ ଏହି ପେଷ୍ଟ

ମହିଳାମାନେ ଚେହେରାର ସୌନ୍ଦର୍ଯ୍ୟ ବଢାଇବା ଲାଗି ଅନେକ ଉପାୟ ଅବଲମ୍ୱନ କରିଥାଆନ୍ତି । ବିଶେଷ କରି ଅନେକ କେମିକାଲ ଜନିତ କ୍ରିମ୍‌ କିମ୍ବା ଲୋସନ ଲଗାଇଥାଆନ୍ତି। ହେଲେ ସେସବୁ ସାମଗ୍ରୀ ଶରୀର ପାଇଁ ଅତ୍ୟନ୍ତ ହାନିକାରକ। ତେବେ ମୁହଁର ସୁନ୍ଦରତା ବୃଦ୍ଧି ପାଇଁ ଅନେକ ଘରୋଇ ଉପଚାର ମଧ୍ୟ ରହିଛି। ଆପଣ ଶୋଇବା ପୂର୍ବରୁ  ସେ ସବୁ ଟିପ୍ସ ଆପଣେଇପାରିବେ। ସେ ସମ୍ପର୍କରେ  କିଛି ଟିପ୍ସ ଜାଣନ୍ତୁ । ୧- ଘି କୁଆଁରି ରସ ସହ ଲେମ୍ବୁ […]

Rakesh Mallick
  • Published: Friday, 20 October 2017
  • Updated: 20 October 2017, 12:55 PM IST

Sports

Latest News

ମହିଳାମାନେ ଚେହେରାର ସୌନ୍ଦର୍ଯ୍ୟ ବଢାଇବା ଲାଗି ଅନେକ ଉପାୟ ଅବଲମ୍ୱନ କରିଥାଆନ୍ତି । ବିଶେଷ କରି ଅନେକ କେମିକାଲ ଜନିତ କ୍ରିମ୍‌ କିମ୍ବା ଲୋସନ ଲଗାଇଥାଆନ୍ତି। ହେଲେ ସେସବୁ ସାମଗ୍ରୀ ଶରୀର ପାଇଁ ଅତ୍ୟନ୍ତ ହାନିକାରକ। ତେବେ ମୁହଁର ସୁନ୍ଦରତା ବୃଦ୍ଧି ପାଇଁ ଅନେକ ଘରୋଇ ଉପଚାର ମଧ୍ୟ ରହିଛି। ଆପଣ ଶୋଇବା ପୂର୍ବରୁ  ସେ ସବୁ ଟିପ୍ସ ଆପଣେଇପାରିବେ। ସେ ସମ୍ପର୍କରେ  କିଛି ଟିପ୍ସ ଜାଣନ୍ତୁ ।

୧- ଘି କୁଆଁରି ରସ ସହ ଲେମ୍ବୁ ରସକୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ମୁଁହରେ ଲଗାଇ କିଛି ସମୟ ମସାଜ କରନ୍ତୁ । ଏହାକୁ  ରାତି ସାରା ମୁଁହରେ ଲଗାଇ ରଖନ୍ତୁ । ସକାଳୁ ଉଠି ଥଣ୍ଡା ପାଣିରେ ମୁଁହ ଧୋଇଦିଅନ୍ତୁ ।

୨- ପିଚ୍ ଫଳ ଓ ଟମାଟୋ କୁ ଗ୍ରାଇଣ୍ଡିଙ୍ଗ୍ କରି ଏହାର ରସ ବାହାର କରିଦିଅନ୍ତୁ ।  ଏହି ରସକୁ ମୁହଁରେ ଲଗାଇ କିଛି ସମୟ ମସାଜ କରନ୍ତୁ । ଏହାକୁ ରାତି ସାରା ମୁଁହର ଲଗାଇ ସକାଳେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

୩- ବାଦାମ ତେଲରେ 'ଭିଟାମିନ ଇ'ର  ଭରପୂର ମାତ୍ରାରେ ରହିଛି । ରାତିରେ ଶୋଇବା ପୂର୍ବରୁ  ବାଦାମ ତେଲ ଚେହେରାରେ ମାଲିସ କରନ୍ତୁ । ଏହା ଚେହେରାର ମୃତ କୋଷିକା ବାହାର କରି ତ୍ୱଚାକୁ ଆକର୍ଷଣୀୟ କରି ଗଢି ତୋଳିଥାଏ ।

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos