କିଛି ନ କହି ବି ମନ କଥା ବୁଝି ହୁଏ କେମିତି, କ’ଣ ଏହାର ବିଜ୍ଞାନ?

ବେଳେ ବେଳେ ଭାରି ଆଶ୍ଚର୍ଯ୍ୟ ଲାଗେ, ସେ କିଛି କହିବା ଆଗରୁ ଆମେ ସବୁକିଛି ଜାଣିପାରୁ। ସେ ଭଲପାଇବା ହେଉ କି ଘୃଣା। ବିନା କଥାରେ ମନ ପଢିହୁଏ। ବିଜ୍ଞାନ ଏହାକୁ ପ୍ରାଞ୍ଜଳ ଭାବେ କିଭଳି ଢଙ୍ଗରେ ବୁଝାଇବ ସେ କଥା ହୁଏତ ବଡବଡ ବୈଜ୍ଞାନିକ ଜାଣିଥିବେ, ହେଲେ ଆଧ୍ୟାତ୍ମିକ ବିଜ୍ଞାନ ଏହାକୁ ସମ୍ପର୍କର ସେତୁ ବୋଲି କୁହେ। ସକାରାତ୍ମକ ହେଉ କି ନକାରାତ୍ମକ, ସମ୍ପର୍କ ଯଦି ନିବିଡ ତେବେ ଏଭଳି ଅନୁଭବ ଆପଣଙ୍କର ବି ଆସିଥିବ। […]

lifestyle

lifestyle

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 09:40 AM IST

Sports

Latest News

ବେଳେ ବେଳେ ଭାରି ଆଶ୍ଚର୍ଯ୍ୟ ଲାଗେ, ସେ କିଛି କହିବା ଆଗରୁ ଆମେ ସବୁକିଛି ଜାଣିପାରୁ। ସେ ଭଲପାଇବା ହେଉ କି ଘୃଣା। ବିନା କଥାରେ ମନ ପଢିହୁଏ। ବିଜ୍ଞାନ ଏହାକୁ ପ୍ରାଞ୍ଜଳ ଭାବେ କିଭଳି ଢଙ୍ଗରେ ବୁଝାଇବ ସେ କଥା ହୁଏତ ବଡବଡ ବୈଜ୍ଞାନିକ ଜାଣିଥିବେ, ହେଲେ ଆଧ୍ୟାତ୍ମିକ ବିଜ୍ଞାନ ଏହାକୁ ସମ୍ପର୍କର ସେତୁ ବୋଲି କୁହେ। ସକାରାତ୍ମକ ହେଉ କି ନକାରାତ୍ମକ, ସମ୍ପର୍କ ଯଦି ନିବିଡ ତେବେ ଏଭଳି ଅନୁଭବ ଆପଣଙ୍କର ବି ଆସିଥିବ। ଯାହାକୁ ଚାହିଁଲେ ବି ଆପଣ ତୁଟାଇ ପାରି ନଥିବେ।

ମନରୁ ମନକୁ ସେତୁ ଭାବେ ସମ୍ପ୍ରସାରିତ ହେଉଥିବା ଏହି ଭାବନାତ୍ମକ ପଦ୍ଧତିଟିକୁ ‘Etheric cord’ ବୋଲି କୁହାଯାଇପାରେ। ଯାହା ପ୍ରାୟ ସମସ୍ତ ମଣିଷଙ୍କ ପାଖରେ ରହିଛି। ସାଧାରଣରେ ଦୃଷ୍ଟିଗୋଚର ହେଉ ନଥିଲେ ମଧ୍ୟ ଏହାକୁ ଅନୁଭବ କରିହୁଏ।

ଆମ ଯାହାକୁ ଭଲ ପାଉ ବା ଘୃଣା କରୁ, ସେ ପାଖରେ ଥାଉ ବା ନ ଥାଉ ତା ସମ୍ପର୍କିତ କଥା ମନକୁ ମନ ଚାଲିଆସେ। ଏଭଳି ବି ଉଦାହରଣ ଦିଆଯାଇପାରେ ଯେ, ଆପଣଙ୍କୁ ଭଲ ପାଉଥିବା ମଣିଷ ସାମ୍ନାକୁ ଯେତେବେଳେ ଚାଲିଆସେ ତା ହସହସ ମୁହଁ ଦେଖି ଆପଣ ତା ମନକଥା ପଢିପାରନ୍ତି। ସେ ଆପଣଙ୍କୁ ନେଇ ଖୁସି ଅଛି ଏ କଥା ଆପଣ ଭଲଭାବେ ବୁଝିପାରନ୍ତି। ବଳେବେଳେ ସେହି ମନର ମଣିଷ ଦୂରରେ ଥିଲେ ମଧ୍ୟ ତା କଥା ଆପଣଙ୍କ ଭାବନାତ୍ମକ ସ୍ତରରେ ଉଦ୍‌ଜୀବିତ ରହିଥାଏ। ଆଧ୍ୟାତ୍ମିକ ଲେଖକ ଡୋରେନ୍‌ ଭଚ୍ୟୁଙ୍କ ମତରେ ଏଠାରେ Etheric cord ସକାରାତ୍ମକ ଢଙ୍ଗରେ କାମ କରେ। ସହିପରି ଘୃଣା କରୁଥିବା ବ୍ୟକ୍ତି ସମ୍ପର୍କରେ ମଧ୍ୟ ଏଭଳି ଭାବନା ଆସିପାରେ। ଯାହାକୁ ନକାରାତ୍ମକ ଢଙ୍ଗରେ ଆପଣ ଅନୁଭବ କରିଥାଇ ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story