ସୋମ, ଶୁକ୍ର ଏବଂ ଶନିବାର ଏସବୁ ଉପାୟ ଆପଣାନ୍ତୁ: ଦୂର ହୋଇପାରେ ଆର୍ଥିକ ସମସ୍ୟା

ଧନୀ ହେବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ। କିନ୍ତୁ ଯେତେ ରୋଜଗାର କଲେ ସୁଦ୍ଧା ପାଖରେ ଟଙ୍କା ରହୁନାହିଁ। ଆର୍ଥିକ ଅନଟନ ଲାଗିରହୁଛି। ଏଥିପାଇଁ ସର୍ବଦା ଚିନ୍ତିତରେ ରହୁଛନ୍ତି।ତେବେ  ବାସ୍ତୁଶାସ୍ତ୍ରରେ  କିଛି ଉପାୟ ରହିଛି ଯାହାକୁ ଆପଣେଇଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ସୋମବାର ଦିନ ଶିବଲିଙ୍ଗ ଉପରେ କ୍ଷୀର ଓ ମହୁ ଚଢାନ୍ତୁ। ମାସର ପ୍ରଥମ ଶୁକ୍ରବାର ଦିନ ଏକ ରୁପା ଡବାରେ କଳା ହଳଦୀ, କେଶର, ସିନ୍ଦୁରକୁ ଏକାଠି ରଖି ମା’ଲକ୍ଷ୍ମୀଙ୍କ ପାଦରେ ସ୍ପର୍ଶ […]

money copy

money copy

Rakesh Mallick
  • Published: Monday, 08 January 2018
  • Updated: 08 January 2018, 09:44 AM IST

Sports

Latest News

ଧନୀ ହେବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ। କିନ୍ତୁ ଯେତେ ରୋଜଗାର କଲେ ସୁଦ୍ଧା ପାଖରେ ଟଙ୍କା ରହୁନାହିଁ। ଆର୍ଥିକ ଅନଟନ ଲାଗିରହୁଛି। ଏଥିପାଇଁ ସର୍ବଦା ଚିନ୍ତିତରେ ରହୁଛନ୍ତି।ତେବେ  ବାସ୍ତୁଶାସ୍ତ୍ରରେ  କିଛି ଉପାୟ ରହିଛି ଯାହାକୁ ଆପଣେଇଲେ ଏହି ସମସ୍ୟାର ସମାଧାନ ହୋଇପାରିବ।

  • ସୋମବାର ଦିନ ଶିବଲିଙ୍ଗ ଉପରେ କ୍ଷୀର ଓ ମହୁ ଚଢାନ୍ତୁ।
  • ମାସର ପ୍ରଥମ ଶୁକ୍ରବାର ଦିନ ଏକ ରୁପା ଡବାରେ କଳା ହଳଦୀ, କେଶର, ସିନ୍ଦୁରକୁ ଏକାଠି ରଖି ମା’ଲକ୍ଷ୍ମୀଙ୍କ ପାଦରେ ସ୍ପର୍ଶ କରି ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଆୟ ବୃଦ୍ଧି ହେବ।
  • ଘର ମୁଖ୍ୟ ଦ୍ୱାରରେ ଶନିବାର ଦିନ ସୋରିଷ ତେଲରେ ଦୀପ ଜଳାନ୍ତୁ। ଦୀପ ଲିଭିଗଲାପରେ ତେଲକୁ ଓସ୍ତ ଗଛ ମୂଳରେ ପକାଇଦିଅନ୍ତୁ। ଏହି ଉପାୟକୁ ୭ଦିନ ଆପଣେଇଲେ ଆର୍ଥିକ ସମସ୍ୟା ଦୂର ହୁଏ ବୋଲି ବିଶ୍ୱାସ ରହିଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos