ଠାକୁରଙ୍କୁ ଫୁଲ ଅର୍ପଣ କରିବା ବେଳେ କରନ୍ତୁନି ଏହି ଭୁଲ, ବ୍ୟର୍ଥ ହୋଇଯାଇପାରେ ପୂଜା

ବିନା ଫୁଲରେ ଠାକୁର ପୂଜା ଅସମ୍ଭବ। ଭଗବାନଙ୍କୁ ଫୁଲ ଅର୍ପଣ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ହେଲେ ସବୁ ଫୁଲ ଠାକୁରଙ୍କୁ ଅର୍ପଣ କରାଯାଇ ନଥାଏ। ଶାସ୍ତ୍ର ଅନୁସାରେ ଭଗବାନଙ୍କ ପାଖରେ ଫୁଲ ଚଢାଇବାର କିଛି ନିୟମ ରହିଛି। କିଛି ଫୁଲ ଠାକୁରଙ୍କୁ ଚଢାଇବା ଦ୍ୱାରା ଅଶୁଭ ଫଳ ମିଳିଥାଏ। ଆସନ୍ତୁ ଜାଣିବା ଭଗବାନଙ୍କ ପାଖରେ କେଉଁ ଫୁଲ ଚଢାଇବେ ଓ କେଉଁ ଫୁଲ ଚଢାଇବେ ନାହିଁ। – ଶାସ୍ତ୍ର ଅନୁସାରେ ଭଗବାନଙ୍କ ପାଖରେ […]

flower

flower

Rakesh Mallick
  • Published: Sunday, 04 February 2018
  • Updated: 04 February 2018, 09:18 AM IST

Sports

Latest News

ବିନା ଫୁଲରେ ଠାକୁର ପୂଜା ଅସମ୍ଭବ। ଭଗବାନଙ୍କୁ ଫୁଲ ଅର୍ପଣ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ହେଲେ ସବୁ ଫୁଲ ଠାକୁରଙ୍କୁ ଅର୍ପଣ କରାଯାଇ ନଥାଏ। ଶାସ୍ତ୍ର ଅନୁସାରେ ଭଗବାନଙ୍କ ପାଖରେ ଫୁଲ ଚଢାଇବାର କିଛି ନିୟମ ରହିଛି। କିଛି ଫୁଲ ଠାକୁରଙ୍କୁ ଚଢାଇବା ଦ୍ୱାରା ଅଶୁଭ ଫଳ ମିଳିଥାଏ। ଆସନ୍ତୁ ଜାଣିବା ଭଗବାନଙ୍କ ପାଖରେ କେଉଁ ଫୁଲ ଚଢାଇବେ ଓ କେଉଁ ଫୁଲ ଚଢାଇବେ ନାହିଁ।

- ଶାସ୍ତ୍ର ଅନୁସାରେ ଭଗବାନଙ୍କ ପାଖରେ ବାସି, କଟା ଫଟା, ତଳେ ପଡିଥିବା, ଅସନା, ପୋକ ଲାଗିଥିବା, ଅନ୍ୟଠାରୁ ମଗାଯାଇଥିବା ଓ ଚୋରି ହୋଇଥିବା ଫୁଲ ଭଗବାନଙ୍କ ପାଖରେ ଚଢାଇବା ପାପ।

- ପଦ୍ମ ଓ କଇଁ ଫୁଲ ଏଗାରରୁ ବାର ଦିନ ଯାଏଁ ବାସି ହୁଏ ନାହିଁ। ଅର୍ଥାତ ଏହି ଫୁଲକୁ ଭଗବାନଙ୍କୁ ଅର୍ପଣ କରିହେବ।

- ଚମ୍ପା ଫୁଲ କଢ ଛଡା ଅନ୍ୟ କେଉଁ ଫୁଲର କଢ ଭଗବାନଙ୍କ ପାଖରେ ଅର୍ପଣ କରାଯାଏ ନାହିଁ।

- କେତକୀ ଫୁଲକୁ କୌଣସି ପୂଜାରେ ବ୍ୟବହାର କରାଯିବାକୁ ନିଷେଧ କରାଯାଇଛି।

- ଶାସ୍ତ୍ର ଅନୁସାରେ ଫୁଲକୁ ସକାଳେ ଓ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଫୁଲ ତୋଳିବା ଉଚିତ। ଦୁଇ ପହର ସମୟରେ ଫୁଲ ତୋଳିବାକୁ ମନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story