କେବଳ ପାନ ଖାଇବାରେ ବ୍ୟବହାର କରନ୍ତୁ ନାହିଁ ଗୁଆ: ଜାଣନ୍ତୁ କ’ଣ କଲେ ଦୂର ହେବ ଅର୍ଥାଭାବ

ସାଧାରଣତଃ ଗୁଆକୁ ଅଲଗା ଅଲଗା କାମରେ ବ୍ୟବହାର କରାଯାଏ। ଖାସକରି ପାନ ଖାଇବା ବେଳେ ଗୁଆ ବ୍ୟବହାର କରାଯାଇଥାଏ। ଏହାସହ ପୂଜାପାଠରେ ମଧ୍ୟ ଗୁଆର ବହୁତ ଭୂମିକା ରହିଛି। ଗୁଆ ଆର୍ଥିକ ସ୍ଥିତି ଉପରେ ବହୁତ ପ୍ରଭାବ ପକାଇଥାଏ। ଯଦି ଆପଣ ଆର୍ଥିକ ସମସ୍ୟାରେ ପଡିଛନ୍ତି ଗୁଆ ଏଥିରୁ ଆପଣଙ୍କୁ ମୁକ୍ତି ଦେଇପାରିବ। ଜ୍ୟୋତିଷଶାସ୍ତ୍ରରେ ଏନେଇ ବିସ୍ତୃତ ବିବରଣୀ ରହିଛି। ଅସନ୍ତୁ ଜାଣିବା ଗୁଆ କେମିତି ଆର୍ଥିକ ଦୁରାବସ୍ଥା ଦୂର କରିଥାଏ। ୧. ଏକ ଛୋଟ ଗୁଆକୁ […]

supari3

supari3

Rakesh Mallick
  • Published: Monday, 27 November 2017
  • Updated: 27 November 2017, 09:12 AM IST

Sports

Latest News

ସାଧାରଣତଃ ଗୁଆକୁ ଅଲଗା ଅଲଗା କାମରେ ବ୍ୟବହାର କରାଯାଏ। ଖାସକରି ପାନ ଖାଇବା ବେଳେ ଗୁଆ ବ୍ୟବହାର କରାଯାଇଥାଏ। ଏହାସହ ପୂଜାପାଠରେ ମଧ୍ୟ ଗୁଆର ବହୁତ ଭୂମିକା ରହିଛି। ଗୁଆ ଆର୍ଥିକ ସ୍ଥିତି ଉପରେ ବହୁତ ପ୍ରଭାବ ପକାଇଥାଏ। ଯଦି ଆପଣ ଆର୍ଥିକ ସମସ୍ୟାରେ ପଡିଛନ୍ତି ଗୁଆ ଏଥିରୁ ଆପଣଙ୍କୁ ମୁକ୍ତି ଦେଇପାରିବ। ଜ୍ୟୋତିଷଶାସ୍ତ୍ରରେ ଏନେଇ ବିସ୍ତୃତ ବିବରଣୀ ରହିଛି। ଅସନ୍ତୁ ଜାଣିବା ଗୁଆ କେମିତି ଆର୍ଥିକ ଦୁରାବସ୍ଥା ଦୂର କରିଥାଏ।

୧. ଏକ ଛୋଟ ଗୁଆକୁ ଗଣେଶ ଭଗବାନଙ୍କ ପାଖରେ ପୂଜା କରି ଶ୍ରୀ ଯନ୍ତ୍ରପାଖରେ ରଖିଦିଅନ୍ତୁ। ଏହା ଦ୍ୱାରା ଅଟକିଥିବା କାମ ହୋଇଯିବ।

୨. କୌଣସି କାମରେ ଯିବା ସମୟରେ ପାଖରେ ଲବଙ୍ଗ, ଅଳେଇଚ, ଗୁଆ ରଖିଲେ ସଫଳତା ପାଇବେ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି।

୩. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର ଉତ୍ତର-ପୂର୍ବ ଦିଗରେ ଏକ ରୂପା ପାତ୍ରରେ ଗୁଆ ରଖିବା ଦ୍ୱାରା ଘରେ ସୁଖଶାନ୍ତି ରହିଥାଏ।

୪. ଡାହାଣ ଆଡକୁ ଶୁଣ୍ଡ କରିଥିବା ଗଣେଶଙ୍କ ମୂର୍ତ୍ତିଙ୍କ ପାଖରେ ଗୁଆ, ଲବଙ୍ଗର ପୂଜା କରିବା ଦ୍ୱାରା ସବୁପ୍ରକାର ସମସ୍ୟା ଦୂର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story