ସ୍ତ୍ରୀ ଆଗରେ ସ୍ୱାମୀର ଗଳା କାଟିଲେ ଦୁର୍ବୃତ୍ତ

ବାଲେଶ୍ୱର/ସୋର: ସ୍ୱାମୀ ଓ ସ୍ତ୍ରୀ ସାଥୀରେ ହାଟରେ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚି ପାରିଲେ ନାହିଁ ସ୍ୱାମୀ। ଅଧା ରାସ୍ତାରେ ଚାଲିଗଲା ଜୀବନ। ଅତି ବିଭତ୍ସ ଭାବେ ଦୁର୍ବୃତ୍ତମାନେ ତାଙ୍କ ଗଳା କାଟି ହତ୍ୟା କଲେ। ଚିତ୍କାର ଶୁଣି ଲୋକେ ଦୌଡ଼ିଆସି ଦେଖନ୍ତି ବିଚ୍‌ ରାସ୍ତାରେ ରକ୍ତ ଜୁଡ଼ୁବୁଡୁ ମୃତଦେହ ପଡ଼ିଛି। ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ମଙ୍ଗଳପୁରରେ ଘଟିଛି। ଦିଗିଭଅଁରା ଗାଁର ଗୋବିନ୍ଦ ସିଂ ଓ ତାଙ୍କ ସ୍ତ୍ରୀ ଆଜି ସନ୍ଧ୍ୟା […]

murder

murder

Rakesh Mallick
  • Published: Wednesday, 02 August 2017
  • Updated: 02 August 2017, 11:29 PM IST

Sports

Latest News

ବାଲେଶ୍ୱର/ସୋର: ସ୍ୱାମୀ ଓ ସ୍ତ୍ରୀ ସାଥୀରେ ହାଟରେ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚି ପାରିଲେ ନାହିଁ ସ୍ୱାମୀ। ଅଧା ରାସ୍ତାରେ ଚାଲିଗଲା ଜୀବନ। ଅତି ବିଭତ୍ସ ଭାବେ ଦୁର୍ବୃତ୍ତମାନେ ତାଙ୍କ ଗଳା କାଟି ହତ୍ୟା କଲେ। ଚିତ୍କାର ଶୁଣି ଲୋକେ ଦୌଡ଼ିଆସି ଦେଖନ୍ତି ବିଚ୍‌ ରାସ୍ତାରେ ରକ୍ତ ଜୁଡ଼ୁବୁଡୁ ମୃତଦେହ ପଡ଼ିଛି। ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ମଙ୍ଗଳପୁରରେ ଘଟିଛି।

ଦିଗିଭଅଁରା ଗାଁର ଗୋବିନ୍ଦ ସିଂ ଓ ତାଙ୍କ ସ୍ତ୍ରୀ ଆଜି ସନ୍ଧ୍ୟା ବେଳେ ମଙ୍ଗଳପୁର ହାଟକୁ ଯାଇଥିଲେ। ହାଟରୁ ସଉଦା କରି ଉଭୟରେ ସାଥୀରେ ଘରକୁ ଫେରୁଥିଲେ। ଦିଗିଭଅଁରା ରାସ୍ତାରେ ହଠାତ୍‌ ପଛ ପାର୍ଶ୍ୱରୁ କିଏ ଜଣେ ଗୋବିନ୍ଦଙ୍କୁ ଆକ୍ରମଣ କଲା। ସଙ୍ଗେସଙ୍ଗେ ଗୋବିନ୍ଦ ତଳେ ପଡ଼ିଗଲେ। ପରେ ଦୁର୍ବୃତ୍ତମାନେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ହତ୍ୟା କଲେ। ଅନ୍ଧାରରେ ଭାଲୁ ଆକ୍ରମଣ କରିଛି ବୋଲି ଭାବି ଗୋବିନ୍ଦଙ୍କ ସ୍ତ୍ରୀ ଚିତ୍କାର କରିଥିଲେ। ପାଟି ଶୁଣି ଆଖପାଖ ଲୋକ ଦୌଡି ଆସି ଦେଖନ୍ତି ରାସ୍ତାରେ ପଡ଼ିଛି ରକ୍ତ ଜୁଡ଼ୁବୁଡୁ ମୃତଦେହ।

ସୋର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାର ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story