ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ଆଇଏଏସ ସ୍ତରରେ ଅଦଳବଦଳ ହୋଇଛି । ଏଲ.ଏନ. ଗୁପ୍ତାଙ୍କୁ ପର୍ଯ୍ୟଟନ ସଚିବ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଶାଶ୍ୱତ ମିଶ୍ର ଭିନ୍ନକ୍ଷମ କଲ୍ୟାଣ ସଚିବ ହୋଇଛନ୍ତି । ଏହାସହ ଶାଶ୍ୱତଙ୍କୁ କ୍ରୀଡା ଓ ଯୁବସେବା ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି । ସଞ୍ଜୀବ ଚୋପ୍ରାଙ୍କୁ ଇଡକୋ ସିଏମଡି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବଭଳି ସଞ୍ଜୀବ ଶିଳ୍ପ ବିଭାଗ ପ୍ରମୁଖ ସଚିବ ରହିବେ । ବିଶାଳ ଦେବ ମହିଳା ଓ ଶିଶୁକଲ୍ୟାଣ  ବିଭାଗ ସଚିବ […]

IndiaTv1fdff1_odishaAssembly

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 01:47 PM IST

ଭୁବନେଶ୍ୱର: ଆଜି ଆଇଏଏସ ସ୍ତରରେ ଅଦଳବଦଳ ହୋଇଛି । ଏଲ.ଏନ. ଗୁପ୍ତାଙ୍କୁ ପର୍ଯ୍ୟଟନ ସଚିବ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଶାଶ୍ୱତ ମିଶ୍ର ଭିନ୍ନକ୍ଷମ କଲ୍ୟାଣ ସଚିବ ହୋଇଛନ୍ତି । ଏହାସହ ଶାଶ୍ୱତଙ୍କୁ କ୍ରୀଡା ଓ ଯୁବସେବା ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି । ସଞ୍ଜୀବ ଚୋପ୍ରାଙ୍କୁ ଇଡକୋ ସିଏମଡି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବଭଳି ସଞ୍ଜୀବ ଶିଳ୍ପ ବିଭାଗ ପ୍ରମୁଖ ସଚିବ ରହିବେ । ବିଶାଳ ଦେବ ମହିଳା ଓ ଶିଶୁକଲ୍ୟାଣ  ବିଭାଗ ସଚିବ ହୋଇଛନ୍ତି । ଏହାସହ ତାଙ୍କୁ ଇଡକଲ ସିଏମଡି ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ଶାଳୀନ ପଣ୍ଡିତ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ହୋଇଛନ୍ତି । ସେ ଶ୍ରମ କମିଶନର ଓ ଇଏସଆଇ ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଛନ୍ତି ।

Related story