ଏହି ସବୁ ସ୍ଥାନରେ ମହାଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି

ଅନେକ ଲୋକ  ରୋଜଗାର  କରିବା ସତ୍ତ୍ୱେ ମଧ୍ୟ  ପାଖରେ ଟଙ୍କା ରହେ ନାହିଁ।  ସର୍ବଦା ଆର୍ଥିକ ଅନଟନର ସମ୍ମୁଖୀନ କରିବାକୁ ପଡିଥାଏ। ତେବେ ଚାଣକ୍ୟ ନୀତିରେ ଏହାର କାରଣ ବିଷୟରେ କୁହାଯାଇଛି। ବିଶ୍ୱାସ କରାଯାଏ ଏହି ସବୁ କଥା ମାନିବା ଦ୍ୱାରା ମହାଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ। ‘ମୁର୍ଖା ଯତ୍ର ନ ପୁଜ୍ୟତେ ଧ୍ୟାନ୍ୟଂ ୟତ୍ର ସୁସଚିନ୍ତମ୍ ଦାମ୍ପତ୍ୟେ କଳହୋ ନାସ୍ତି ତତ୍ର ଶ୍ରୀ ସ୍ୱମାଗତା’ ଅର୍ଥାତ୍‌ ଯେଉଁ ଦେଶ ବା ସ୍ଥାନରେ ମୁର୍ଖଙ୍କୁ ପୂଜା କରାଯାଏ, […]

chanakya

chanakya

Rakesh Mallick
  • Published: Tuesday, 09 January 2018
  • Updated: 09 January 2018, 03:58 PM IST

Sports

Latest News

ଅନେକ ଲୋକ  ରୋଜଗାର  କରିବା ସତ୍ତ୍ୱେ ମଧ୍ୟ  ପାଖରେ ଟଙ୍କା ରହେ ନାହିଁ।  ସର୍ବଦା ଆର୍ଥିକ ଅନଟନର ସମ୍ମୁଖୀନ କରିବାକୁ ପଡିଥାଏ। ତେବେ ଚାଣକ୍ୟ ନୀତିରେ ଏହାର କାରଣ ବିଷୟରେ କୁହାଯାଇଛି। ବିଶ୍ୱାସ କରାଯାଏ ଏହି ସବୁ କଥା ମାନିବା ଦ୍ୱାରା ମହାଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ।

'ମୁର୍ଖା ଯତ୍ର ନ ପୁଜ୍ୟତେ ଧ୍ୟାନ୍ୟଂ ୟତ୍ର ସୁସଚିନ୍ତମ୍

ଦାମ୍ପତ୍ୟେ କଳହୋ ନାସ୍ତି ତତ୍ର ଶ୍ରୀ ସ୍ୱମାଗତା'

ଅର୍ଥାତ୍‌ ଯେଉଁ ଦେଶ ବା ସ୍ଥାନରେ ମୁର୍ଖଙ୍କୁ ପୂଜା କରାଯାଏ, ଯେଉଁ ସ୍ଥାନରେ ଅନ୍ନର ଭଣ୍ଡାର ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ ଏବଂ ଯେଉଁ ଘରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ ନାହିଁ ସେହିସ୍ଥାନରେ ମହଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି।

ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସାରେ ଯେଉଁ ଘରେ ମୁର୍ଖ ଅପେକ୍ଷା ବୁଦ୍ଧିମାନ ଲୋକଙ୍କୁ ଅଧିକ ମାନ ସମ୍ମାନ ମିଳିଥାଏ ସେହି ସ୍ଥାନରେ ମହାଲକ୍ଷ୍ମୀ ବାସ କରିଥାନ୍ତି। ଏହାଛଡା ଯେଉଁ ଘରେ ଅନ୍ନଭଣ୍ଡାର ପର୍ଯ୍ୟାପ୍ତ ପରିମାଣରେ ଥାଏ, ଯେଉଁ ଘରୁ କୌଣସି ଲୋକଭୋକିଲା ଖାଲି ହାତରେ ଫେରେ ନାହିଁ, ଯେଉଁଥାରେ ଅତିଥିଙ୍କୁ ଉପଯୁକ୍ତ ଆଦର ସତ୍କାର କରାଯାଏ ଏବଂ ନିରାମିଷ ଭୋଜନ ଗ୍ରହଣ କରାଯାଇଥାଏ ସେହି ସ୍ଥାନରେ ସ୍ୱୟଂ ମହାଲକ୍ଷ୍ମୀ ବାସ କରିଥାନ୍ତି। ଯେଉଁ ଘରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ନଥାଏ ସେହି ସ୍ଥାନକୁ ଛାଡି ମହାଲକ୍ଷ୍ମୀ ଯାଆନ୍ତି ନାହିଁ। ମହାଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story