ପ୍ରଥମ ଦେଖାରେ ପ୍ରେମ: ଜାଣନ୍ତୁ କେଉଁ ବୟସ ଟାଣେ ପ୍ରେମ ଦୁନିଆକୁ

କୁହାଯାଏ ପ୍ରଥମ ପ୍ରେମକୁ କେହି କେବେ ଭୁଲି ପାରେ ନାହିଁ। ଏହା ସତ କି ମିଛ ଯିଏ ପ୍ରେମ କରିଛି ସେ ଜାଣିଛି। ଫିଲ୍ମରେ ଦେଖିଥିବେ ହିରୋ-ହିରୋଇନ ପ୍ରଥମ ଦେଖାରେ ପ୍ରେମରେ ପଡିବା। ହେଲେ ବାସ୍ତବ ଜୀବନରେ କ’ଣ କାହାକୁ ପ୍ରଥମ ଦେଖାରେ ପ୍ରେମ କରିହୁଏ ? ଯଦି ହଁ, ତେବେ ଏପରି ପ୍ରେମରେ ପଡିବାର ବସୟ କେତେ ହୋଇଥିବ ? ତାହା ମଧ୍ୟ ଏକ ଅସମାହିତ ପ୍ରଶ୍ନ। କାରଣ କଥାରେ କଥାରେ ଲୋକେ କହିଥାନ୍ତି ‘ପ୍ରେମ […]

love

love

Rakesh Mallick
  • Published: Monday, 04 December 2017
  • Updated: 04 December 2017, 09:02 PM IST

Sports

Latest News

କୁହାଯାଏ ପ୍ରଥମ ପ୍ରେମକୁ କେହି କେବେ ଭୁଲି ପାରେ ନାହିଁ। ଏହା ସତ କି ମିଛ ଯିଏ ପ୍ରେମ କରିଛି ସେ ଜାଣିଛି। ଫିଲ୍ମରେ ଦେଖିଥିବେ ହିରୋ-ହିରୋଇନ ପ୍ରଥମ ଦେଖାରେ ପ୍ରେମରେ ପଡିବା। ହେଲେ ବାସ୍ତବ ଜୀବନରେ କ’ଣ କାହାକୁ ପ୍ରଥମ ଦେଖାରେ ପ୍ରେମ କରିହୁଏ ? ଯଦି ହଁ, ତେବେ ଏପରି ପ୍ରେମରେ ପଡିବାର ବସୟ କେତେ ହୋଇଥିବ ? ତାହା ମଧ୍ୟ ଏକ ଅସମାହିତ ପ୍ରଶ୍ନ। କାରଣ କଥାରେ କଥାରେ ଲୋକେ କହିଥାନ୍ତି ‘ପ୍ରେମ ମାନେ ନାହିଁ ବୟସ ବାଡ଼’। ଅର୍ଥାତ ଜଣେ ଅନ୍ୟର ପ୍ରେମରେ ଯେକୌଣସି ବୟସରେ ପଡିପାରେ। ହେଲେ ଆଜି ଆମେ ପ୍ରଥମ ଦେଖାରେ ପ୍ରେମରେ ପଡିବାର ବୟସ ବିଷୟରେ କହିବାକୁ ଯାଉଛୁ।

ନେଦରଲ୍ୟାଣ୍ଡର ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘Love At First Sight’ ଉପରେ ରିସର୍ଚ୍ଚ କରାଯାଇଥିଲା। କେଉଁ ବୟସରେ ଲୋକେ ପ୍ରଥମ ଦେଖାରେ ପ୍ରେମରେ ପଡନ୍ତି ଜାଣିବା ଥିଲା ଏହି ସର୍ଭେର ଉଦ୍ଦେଶ୍ୟ। ସର୍ଭେ ରିପୋର୍ଟ ଅନୁସାରେ ବୟସ ବଢିବା ସହ ପ୍ରଥମ ଦେଖାରେ ପ୍ରେମରେ ପଡିବା ମଧ୍ୟ ବଢି ଯାଇଥାଏ। ଖାସ କରି ୧୮ରୁ ୨୫ ବର୍ଷ ମଧ୍ୟରେ ଥିବା ଯୁବକମାନେ ପ୍ରଥମ ଦେଖାରେ ଅଧିକ ପ୍ରେମରେ ପଡିଥାନ୍ତି। ଏହି ବୟସର ଯୁବକଙ୍କ ମଧ୍ୟରେ ଏପରି ସମ୍ଭାବନା ୪୬ ପ୍ରତିଶତ ଦେଖିବାକୁ ମିଳିଥାଏ।

ରିସର୍ଚ୍ଚ ରିପୋର୍ଟ ଅନୁସାରେ ପ୍ରଥମ ଦେଖାରେ ପ୍ରେମ କେବଳ ଏକ ଆକର୍ଷଣ ମାତ୍ର। ୧୮ରୁ ୨୫ ବର୍ଷର ଯୁବକଙ୍କ ଉପରେ ରିସର୍ଚ୍ଚ ବେଳେ ସେମାନଙ୍କୁ ଯୁବତୀଙ୍କ ଫଟୋ ଦେଖା ଯାଇଥିଲା। ଯେଉଁଥିରେ ଅଧିକାଂଶ ଯୁବକ ମତ ଦେଇଥିଲେ, ଯୁବତୀ ଜଣଙ୍କ ସେମାନଙ୍କ ପାଇଁ ପରଫେକ୍ଟ ହେବେ। ସେହିପରି କିଛି ଯୁବକଙ୍କୁ ଏକାଧିକ ଯୁବତୀଙ୍କ ଫଟୋ ଦେଖା ଯାଇଥିଲା, ଯାହାକୁ ଦେଖି ଅଧିକାଂଶ ଯୁବକ ସେହି ଝିଅମାନେ ସେମାନଙ୍କ ପାଇଁ ପରଫେକ୍ଟ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story