ଆଇଏଫ୍‌ଏସ୍‌ ସ୍ତରରେ ଅଦଳବଦଳ: ଶିଶିର ଆଚାର୍ଯ୍ୟ ହେଲେ ନନ୍ଦନକାନନ ନିର୍ଦ୍ଦେଶକ

ଭୁବନେଶ୍ୱର: ଆଇଏଫ୍‌ଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରାଯାଇଛି। ମୋଟ ୨୩ ଜଣ ଆଇଏଫ୍‌ଏସ୍‌ଙ୍କୁ ବଦଳି କରାଯାଇଛି। ଶିଶିର ଆଚାର୍ଯ୍ୟଙ୍କୁ ନନ୍ଦନକାନନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ନନ୍ଦନକାନନ ନିର୍ଦ୍ଦେଶକ ଥିବା ସୁଦର୍ଶନ ପଣ୍ଡାଙ୍କୁ ଅନୁଗୋଳକୁ ବଦଳି କରାଯାଇଛି। ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ ପଦୋନ୍ନତି ହୋଇଛି। ପଦୋନ୍ନତି ପରେ ବି ଦୀପକ ସେହି ପଦରେ ରହିବେ ବୋଲି ଜଣାପଡିଛି।

Nandankanan

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 10:22 AM IST

Related story