ଏହି ଅଫିସରଙ୍କ ଫିଟ୍‌ନେସ୍‌ ଏମିତି, ଦେଖିବାକୁ ଦୌଡୁଛନ୍ତି ଝିଅ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକୁ ନେଇ ପ୍ରାୟତଃ ସମସ୍ତେ ସଚେତନ ଥାଆନ୍ତି। କିଏ ଘଣ୍ଟା ଘଣ୍ଟା ଧରି ବ୍ୟାୟମ କରେ ତ ଆଉ କିଏ ଯୋଗ କରିଥାଏ। ବିଶେଷ କରି ଯୁବଗୋଷ୍ଠୀ ନିଜ ସ୍ୱାସ୍ଥ୍ୟକୁ ନେଇ ବେଶ୍ ଯତ୍ନଶୀଳ। ସୁନ୍ଦର ଫିଟ୍‌ନେସ୍‌ ପାଇଁ ଏମାନେ କିଛି କି କରିବାକୁ ପ୍ରସ୍ତୁତ। କିଛି ଯୁବକ ଅଛନ୍ତି, ଯେଉଁମାନେ ଝିଅଙ୍କୁ ଇମ୍ପ୍ରେସ କରିବାକୁ ଜିମ୍‌ ଯାଇ ବଡି ବନାଇଥାନ୍ତି। ହେଲେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ […]

ips

ips

Rakesh Mallick
  • Published: Thursday, 21 June 2018
  • Updated: 21 June 2018, 01:51 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକୁ ନେଇ ପ୍ରାୟତଃ ସମସ୍ତେ ସଚେତନ ଥାଆନ୍ତି। କିଏ ଘଣ୍ଟା ଘଣ୍ଟା ଧରି ବ୍ୟାୟମ କରେ ତ ଆଉ କିଏ ଯୋଗ କରିଥାଏ। ବିଶେଷ କରି ଯୁବଗୋଷ୍ଠୀ ନିଜ ସ୍ୱାସ୍ଥ୍ୟକୁ ନେଇ ବେଶ୍ ଯତ୍ନଶୀଳ। ସୁନ୍ଦର ଫିଟ୍‌ନେସ୍‌ ପାଇଁ ଏମାନେ କିଛି କି କରିବାକୁ ପ୍ରସ୍ତୁତ। କିଛି ଯୁବକ ଅଛନ୍ତି, ଯେଉଁମାନେ ଝିଅଙ୍କୁ ଇମ୍ପ୍ରେସ କରିବାକୁ ଜିମ୍‌ ଯାଇ ବଡି ବନାଇଥାନ୍ତି। ହେଲେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ଗୋଟିଏ ଝଲକ ପାଇବାକୁ ଝିଅମାନେ ତାଙ୍କ ଘରକୁ ଦୌଡୁଛନ୍ତି। ଏହି ଯୁବକ ଜଣଙ୍କ ହେଲେ ମଧ୍ୟପ୍ରଦେଶର ଆଇପିଏସ୍‌ ଅଫିର ସଚିନ୍‌ ଅତୁଲକର (୩୪)। ଆସନ୍ତୁ ଜାଣିବା ସଚିନଙ୍କ ସମ୍ପର୍କରେ କିଛି।

ପଞ୍ଜାବର ହୋଶିୟାପୁରରେ ରହୁଥିବା ଜଣେ ଯବୁତୀ ତାଙ୍କୁ ଦେଖା କରିବାକୁ ଉଜ୍ଜୟନୀ ପଳାଇ ଆସିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ। ସଚିନ ଯେତେବେଳେ ସାଗର ଜିଲ୍ଲାରେ ଏସ୍‌ପି ଥିଲେ ସେହି ସମୟରେ ଜଣେ ୭ ବର୍ଷର ଝିଅ ତାଙ୍କୁ ଭେଟିବାକୁ ଜିଦ୍‌ କରିଥିଲା। ସଚିନଙ୍କ ଠାରୁ ଅଟୋଗ୍ରାଫ୍ ନେଲା ପରେ ଯାଇ ସେ ଖାଇବ ବୋଲି କହିଥିଲା। ଝିଅର ଜିଦ୍‌ ଆଗରେ ମୁଣ୍ଡ ନୂଆଁଇ ଥିଲେ ତା’ର ମାଆବାପା। ଆଉ ସଚିନଙ୍କ ସହ ଭେଟ କରାଇବାକୁ ଆଣିଥିଲେ। ସଚିନ୍ ଝିଅକୁ ଭେଟ କରିବା ସହ ଅଟୋଗ୍ରାଫ୍ ଦେଇଥିଲେ। ଏହାପରେ ଝିଅଟି ଖାଇଥିଲା।

ଏମିତି କଟେ ଦିନ

ନିଜକୁ ଫିଟ୍ ରଖିବାକୁ ସଚିନ ରୁଟିଙ୍ଗ୍‌ ଅନୁସାରେ କାର୍ଯ୍ୟ କରିଥାନ୍ତି। ସେ ପ୍ରତିଦିନ ୧ରୁ ଦେଢ଼ ଘଣ୍ଟା ଜିମ୍‌ରେ ସମୟ ବିତାଇଥାନ୍ତି। ସେ ତାଙ୍କ ଜିମ୍‌ ରୁଟିନ୍‌କୁ ସପ୍ତାହ ହିସାବରେ ଭାଗ କରିଛନ୍ତି। ସପ୍ତାହର ଆରମ୍ଭରୁ ଗୋଟିଏ ଦିନ ଚେଷ୍ଟ ଓ ଟ୍ରାଇସେପ୍ସ ବ୍ୟାୟାମ କରିଥାନ୍ତି। ତା’ପର ଦିନ ବାଇସେପ୍ସ ସହିତ ୱାକ ଓ ଗୋଟିଏ ଦିନ ସୋଲଡର ଓ ଲେଗ୍ ବ୍ୟାୟାମ କରିଥାନ୍ତି।

ଏହାବ୍ୟତୀତ ସେ ୱେଟ୍‌ ଟ୍ରେନିଙ୍ଗ କରିବା ସହ କାର୍ଡିୟୋ କରିବାକୁ ଭୁଲନ୍ତୁ ନାହିଁ। ସେ ଏକ ସାକ୍ଷାତକାରରେ କହିଥିଲେ,“ଯେଉଁଦିନ ମୁଁ ଜିମ୍‌ ଯାଇ ନପାରେ ସେହିଦିନ ରନିଂ, ଯୋଗ ଓ ସାଇକେଲିଂ କରିଥାଏ।”

ସେ ସବୁବେଳେ ତଟକା ଫଳ ଖାଇବାକୁ ପସନ୍ଦ କରନ୍ତି। ପ୍ରତିଦିନ ଡାଇଟ୍‌ରେ ତାଙ୍କର ୨୦୦ ଗ୍ରାମ୍‌ ପ୍ରୋଟିନ୍ ରହିଥାଏ। ସେ ଖାଇବାରେ ଫ୍ରେସ୍‌ ମାଛ, ଚିକେନ୍ ଓ ଅଣ୍ଡା ଖାଇଥାନ୍ତି। ଏହାସହିତ ସେ ସବୁଜ ପରିବା ଓ ସାଲାଡ୍ ମଧ୍ୟ ଖାଇଥାନ୍ତି। ସେ ପାଣି ପିଇବାକୁ ନେଇ ଅଧିକ ସଚେତନ ଥାଆନ୍ତି। ପ୍ରତିଦିନ ସେ  ୬ରୁ ୭ ଲିଟର ପାଣି ପିଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story