ଏହି ଦୁଇ ରାଶିର କପଲ୍‌ଙ୍କୁ ଅଲଗା କରିବା ଭାରି କଷ୍ଟ!

ରିଲେସନ୍‌ସିପ୍ ଭାରି ସମ୍ବେଦନଶୀଳ। ଟିକେ ଏପଟ ସେପଟ ହୋଇଗଲେ ବି ଭାଙ୍ଗି ଯିବାର ଆଶଙ୍କା ରହିଛି। ପ୍ରଥମେ ପ୍ରଥମେ ତ ଉଭୟ ପୁଅ,ଝିଅ କେବେ ବି ଅଲଗା ନହେବାକୁ ପ୍ରତିଜ୍ଞା କରନ୍ତି। କିନ୍ତୁ ବେଳେ ବେଳେ ସମୟ ଗଡ଼ିବା ସହିତ  ସଂପର୍କ କେତେବେଳେ ଶେଷ ହୋଇଯାଏ, ତାହା ସେମାନେ ଜାଣିପାରନ୍ତି ନାହିଁ। ମାମୁଲି କଥାରୁ ଆରମ୍ଭ ହୋଇଥିବା ଝଗଡ଼ା ସେମାନଙ୍କୁ ସବୁଦିନ ପାଇଁ ମଧ୍ୟ ଦୂରେଇ ଦେଇପାରେ। ଏହାର ଅନେକ ନଜିର ରହିଛି। ତେବେ ଜ୍ୟୋତିଷ ଶାସ୍ତ୍ର […]

jodiimage copy

jodiimage copy

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 07:25 AM IST

Sports

Latest News

ରିଲେସନ୍‌ସିପ୍ ଭାରି ସମ୍ବେଦନଶୀଳ। ଟିକେ ଏପଟ ସେପଟ ହୋଇଗଲେ ବି ଭାଙ୍ଗି ଯିବାର ଆଶଙ୍କା ରହିଛି। ପ୍ରଥମେ ପ୍ରଥମେ ତ ଉଭୟ ପୁଅ,ଝିଅ କେବେ ବି ଅଲଗା ନହେବାକୁ ପ୍ରତିଜ୍ଞା କରନ୍ତି। କିନ୍ତୁ ବେଳେ ବେଳେ ସମୟ ଗଡ଼ିବା ସହିତ  ସଂପର୍କ କେତେବେଳେ ଶେଷ ହୋଇଯାଏ, ତାହା ସେମାନେ ଜାଣିପାରନ୍ତି ନାହିଁ। ମାମୁଲି କଥାରୁ ଆରମ୍ଭ ହୋଇଥିବା ଝଗଡ଼ା ସେମାନଙ୍କୁ ସବୁଦିନ ପାଇଁ ମଧ୍ୟ ଦୂରେଇ ଦେଇପାରେ। ଏହାର ଅନେକ ନଜିର ରହିଛି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ବିଶେଷ ରାଶିର କପଲ୍‌ଙ୍କୁ ଦୁନିଆର କୌଣସି ଶକ୍ତି ବି ଅଲଗା କରିପାରିବ ନାହିଁ। ଜାଣଛନ୍ତି ସେ ରାଶି ଦୁଇଟିର ନାମ? ସେ ଦୁଇଟି ହେଉଛି କନ୍ୟା ଓ କୁମ୍ଭ। ପୁଅର କନ୍ୟା ରାଶି ଓ ଝିଅର କୁମ୍ଭ ରାଶି  ଅବା ପୁଅର କୁମ୍ଭ ଓ ଝିଅର କନ୍ୟା ରାଶି ହୋଇପାରେ। ଏଭଳି କପଲ୍‌ଙ୍କୁ ଅଲଗା କରିବା କାଠିକର ପାଠ। ଏ ଦୁଇଟି ରାଶିର ପୁଅ,ଝିଅ ଏକାଠି ହେବା ଏତେ ସହଜ ନୁହେଁ। ତେବେ ଥରେ ଏକାଠି ହୋଇଗଲେ ସଂପର୍କ ସାରା ଜୀବନ ରହେ।

ସେହିପରି ଆଉ ଏକ ଯୋଡ଼ି ରାଶି ଅଛି, ଯେଉଁମାନଙ୍କ ସଂପର୍କ ମଧ୍ୟ ବେଶ୍ ମଜଭୁତ ହୋଇଥାଏ। ତାହା ହେଉଛି- ସିଂହ ଓ ତୁଳା। ଏମାନଙ୍କ ପ୍ରେମ ବି ବେଶ୍ ଦୃଢ଼ ଓ ଶେଷ ପର୍ଯ୍ୟନ୍ତ ରହେ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story