ଜଗତସିଂହପୁର: ତିର୍ତ୍ତୋଲର ଧଳିତଙ୍ଗଗଡ଼ ଜଙ୍ଗଲରୁ ଏକ ବନ୍ଦ ବାକ୍ସ ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହଟିକୁ ବାକ୍ସ ଭିତରେ ଠାବ କରାଯାଇଥିଲା। ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ। ପୋଲିସ୍ ଛାନ୍ଭିନ୍ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।