ଗ୍ରହ ଦୋଷ ଦୂର କରେ ଗୁଡ଼, ଜାଣନ୍ତୁ ଏହାର ବ୍ୟବହାର

ଘରର ସୁଖ ସମୃଦ୍ଧି ପାଇଁ ଲୋକେ ଅନେକ ଉପାୟ ଅବଲମ୍ୱନ କରିଥାନ୍ତି। ବେଳେ ବେଳେ ଛୋଟ ଉପାୟ ମଧ୍ୟ ଘରର ଗ୍ରହଦୋଷ ଦୂର କରିବାରେ ସାହାଯ୍ୟ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁଡକୁ ବ୍ୟବହାର କରି ଗ୍ରହ ପ୍ରଭାବରୁ ନିଜକୁ ରକ୍ଷା କରିପାରିବେ। ଆସନ୍ତୁ ଜାଣିବା ଗୁଡ଼ର ବ୍ୟବହାର କରି ଜୀବନରୁ କିପରି ଗ୍ରହଦୋଷକୁ ମୁକ୍ତ ରଖିବେ ୧. ଗାଇକୁ ରୁଟି ଗୁଡ଼ ଖାଇବାକୁ ଦିଅନ୍ତୁ। ଏପରି କଲେ ଶୁକ୍ରଙ୍କ କୋପ ଦୃଷ୍ଟି ଦୂର ହୋଇଥାଏ ବୋଲି […]

jaggery

jaggery

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 08:46 AM IST

Sports

Latest News

ଘରର ସୁଖ ସମୃଦ୍ଧି ପାଇଁ ଲୋକେ ଅନେକ ଉପାୟ ଅବଲମ୍ୱନ କରିଥାନ୍ତି। ବେଳେ ବେଳେ ଛୋଟ ଉପାୟ ମଧ୍ୟ ଘରର ଗ୍ରହଦୋଷ ଦୂର କରିବାରେ ସାହାଯ୍ୟ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁଡକୁ ବ୍ୟବହାର କରି ଗ୍ରହ ପ୍ରଭାବରୁ ନିଜକୁ ରକ୍ଷା କରିପାରିବେ। ଆସନ୍ତୁ ଜାଣିବା ଗୁଡ଼ର ବ୍ୟବହାର କରି ଜୀବନରୁ କିପରି ଗ୍ରହଦୋଷକୁ ମୁକ୍ତ ରଖିବେ

୧. ଗାଇକୁ ରୁଟି ଗୁଡ଼ ଖାଇବାକୁ ଦିଅନ୍ତୁ। ଏପରି କଲେ ଶୁକ୍ରଙ୍କ କୋପ ଦୃଷ୍ଟି ଦୂର ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

୨.ଭଗବାନ ଗଣେଶଙ୍କୁ ସିନ୍ଦୁର ଓ ଦୁବ ମାଳା ଚଢାଇ ଗୁଡ଼ର ଲଡୁ ଭୋଗ କରନ୍ତୁ। ଗ୍ରହଦୋଷ ଦୂର ହୋଇଯିବ।

୩. ହନୁମାନଙ୍କ ପାଖରେ ଗୁଡ଼ ଭୋଗ ଲଗାଇବା ଦ୍ୱାରା କର ବା ଋଣ ସମସ୍ୟାରୁ ମୁକ୍ତି ମିଳିଥାଏ।

୪. କୌଣସି ରବିବାର ଦିନ ଷଣ୍ଡକୁ ଗୁଡ଼ ଓ ଅଟା ଖାଇବାକୁ ଦିଅନ୍ତୁ। ସମସ୍ୟେ ଦୂର ହୋଇଯିବ ଓ  ସବୁ କ୍ଷେତ୍ରରେ ସଫଳତା ମିଳିବ ବୋଲି ଜ୍ୟୋତିଷ ବିଶାରଦମାନେ ପରାମର୍ଶ ଦେଇଥାନ୍ତି।

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos