ଟ୍ରକ୍‌କୁ ପଛରୁ ପିଟିଲା କାର୍‌: ୪ ମୃତ

ଯାଜପୁର: ଯାଜପୁର ଜିଲ୍ଲା ଜାରକା ଠାରେ ଆଜି ଭୋରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ କାର୍‌ଟିଏ ପଛପଟୁ ଧକ୍କା ଦେବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। କାର୍ ଚାଳକର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଡ଼ିଟି ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ହତାହତମାନେ ପଶ୍ଚିମବଙ୍ଗର ଦିଘା ଅଞ୍ଚଳର।

jajpur

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 10:57 PM IST

ଯାଜପୁର: ଯାଜପୁର ଜିଲ୍ଲା ଜାରକା ଠାରେ ଆଜି ଭୋରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ କାର୍‌ଟିଏ ପଛପଟୁ ଧକ୍କା ଦେବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। କାର୍ ଚାଳକର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗାଡ଼ିଟି ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ହତାହତମାନେ ପଶ୍ଚିମବଙ୍ଗର ଦିଘା ଅଞ୍ଚଳର।

Related story