ଜଣେ ଓଡ଼ିଆଙ୍କ ସମେତ ଦୁଇ ଭାରତୀୟଙ୍କୁ ଅପହରଣ କଲା ଆଇଏସ୍

ଭୁବନେଶ୍ୱର: ଲିବ୍ୟାରେ ଜଣେ ଓଡ଼ିଆ ଯୁବକଙ୍କୁ ଆଇଏସ ଆତଙ୍କବାଦୀ ଅପହରଣ କରିନେଇଛନ୍ତି । ଅପହୃତ ଯୁବକଙ୍କ ନାଁ ପ୍ରଭାସ ରଞ୍ଜନ ସାମଲ ବୋଲି ଜଣାପଡିଛି। ତାଙ୍କୁ ଲିବ୍ୟାର ସିର୍ତ୍ତେ ସହରରୁ ଅପହଣ କରାଯାଇଥିବା ସୂଚନା ମିଳିଛି। ପ୍ରଭାସଙ୍କ ସହ ଅନ୍ୟ ଜଣେ ଭାରତୀୟଙ୍କୁ ମଧ୍ୟ ଅପହରଣ କରାଯାଇଛି। ତାଙ୍କ ନାଁ ରାମମୂର୍ତ୍ତି କୋସନମ ଓ ତାଙ୍କ ଘର ଆନ୍ଧ୍ର ପ୍ରଦେଶରେ। ଇସଲାମିକ୍ ଷ୍ଟେଟ୍ସ ବା ଆଇଏସ ଆତଙ୍କବାଦୀ ଏମାନଙ୍କୁ ଅପହରଣ କରିଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ […]

prabhas ranjan samal

prabhas ranjan samal

Rakesh Mallick
  • Published: Wednesday, 16 September 2015
  • Updated: 17 September 2015, 03:24 AM IST

prabhas ranjan samalଭୁବନେଶ୍ୱର: ଲିବ୍ୟାରେ ଜଣେ ଓଡ଼ିଆ ଯୁବକଙ୍କୁ ଆଇଏସ ଆତଙ୍କବାଦୀ ଅପହରଣ କରିନେଇଛନ୍ତି । ଅପହୃତ ଯୁବକଙ୍କ ନାଁ ପ୍ରଭାସ ରଞ୍ଜନ ସାମଲ ବୋଲି ଜଣାପଡିଛି। ତାଙ୍କୁ ଲିବ୍ୟାର ସିର୍ତ୍ତେ ସହରରୁ ଅପହଣ କରାଯାଇଥିବା ସୂଚନା ମିଳିଛି। ପ୍ରଭାସଙ୍କ ସହ ଅନ୍ୟ ଜଣେ ଭାରତୀୟଙ୍କୁ ମଧ୍ୟ ଅପହରଣ କରାଯାଇଛି। ତାଙ୍କ ନାଁ ରାମମୂର୍ତ୍ତି କୋସନମ ଓ ତାଙ୍କ ଘର ଆନ୍ଧ୍ର ପ୍ରଦେଶରେ। ଇସଲାମିକ୍ ଷ୍ଟେଟ୍ସ ବା ଆଇଏସ ଆତଙ୍କବାଦୀ ଏମାନଙ୍କୁ ଅପହରଣ କରିଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପହୃତଙ୍କୁ ମୁକ୍ତ କରିବା ଲାଗି ଉଦ୍ୟମ ଜାରି ରହିଛି। ସେହିପରି କୁଟନୈତିକ ସ୍ତରରେ ମଧ୍ୟ ଆଲୋଚନା ଜାରି ରହିଥିବା ଜଣାପଡିଛି।

ଲିବ୍ୟାରେ ଆଇଏସ ଆତଙ୍କ ଓଡ଼ିଆଙ୍କୁ ଅପହରଣ ନେଇ ଚିନ୍ତ ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମୁଖ୍ୟମନ୍ତ୍ରୀ ବୈଦେଶିକ ମନ୍ତ୍ରଣାଳୟ ସହ ସମ୍ପର୍କ ରଖିବାକୁ ଦିଲ୍ଲୀସ୍ଥିତ ଆବାସିକ କାର୍ଯ୍ୟାଳୟକୁ  ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story