ସେଲ୍‌ଫି ନେଲା ଜୀବନ

ଝାରସୁଗୁଡ଼ା: ବାଲିଜୁରି ରେଲ୍‌ୱେ ମାଲଗୋଦାମ ନିକଟରେ ଆଜି ସକାଳ ପ୍ରାୟ ସାତଟା ବେଳେ ଏକ ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାଜପାଲ ଗୌରବ ପାତ୍ର।  ସେ ସ୍ଥାନୀୟ ଏକ ସରକାରୀ ଇଞ୍ଜିନିୟରିଂ କଲେଜର ତୃତୀୟ ବର୍ଷର ଡିପ୍ଲୋମା ଛାତ୍ର ବୋଲି ଜଣାପଡ଼ିଛି। ତାଙ୍କ ଘର କୋରାପୁଟରେ। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୌରବଙ୍କ ପୂରା ଶରୀର ଜଳି ଯାଇଛି।

trainsellfi

Rakesh Mallick
  • Published: Friday, 13 January 2017
  • , Updated: 13 January 2017, 11:22 AM IST

Related story