ବଲାଙ୍ଗିର: ଡିଆରଡିଏ ଅଫିସ୍ ଘେରାଉ ଆନ୍ଦୋଳନରୁ ଓହରିଲେ ଆଦିବାସୀ, ଜିଲ୍ଲା ପରିଷଦ ସଭ୍ୟା ଗିରଫ

ବଲାଙ୍ଗିର: ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବଲାଙ୍ଗିର ଡିଆରଡିଏ ଅଫିସ୍ ଘେରାଉ କରିଥିବା ଆଦିବାସୀ। ସେପଟେ ଜିଲ୍ଲା ଯୋଜନା ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତୀ ସରାଫଙ୍କୁ ପୋଲିସ ଗିରଫ କରିଛି । ଜିଲ୍ଲା ଯୋଜନା ଅଧିକାରୀଙ୍କୁ ମାଡ ମାରିବା ଘଟଣାକୁ ନେଇ ଟାଉନ ଥାନାରେ ଅଭଯୋଗ ହୋଇଥିଲା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଆଜି ବଲାଙ୍ଗିର ଡିଆରଡିଏ କକ୍ଷରେ ଚାଲିଥିବା ଜିଲ୍ଲା ପରିଷଦ […]

sunil-chhetri-trn-700

sunil-chhetri-trn-700

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 10:13 AM IST

Sports

Latest News

balangirବଲାଙ୍ଗିର: ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବଲାଙ୍ଗିର ଡିଆରଡିଏ ଅଫିସ୍ ଘେରାଉ କରିଥିବା ଆଦିବାସୀ। ସେପଟେ ଜିଲ୍ଲା ଯୋଜନା ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତୀ ସରାଫଙ୍କୁ ପୋଲିସ ଗିରଫ କରିଛି । ଜିଲ୍ଲା ଯୋଜନା ଅଧିକାରୀଙ୍କୁ ମାଡ ମାରିବା ଘଟଣାକୁ ନେଇ ଟାଉନ ଥାନାରେ ଅଭଯୋଗ ହୋଇଥିଲା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଆଜି ବଲାଙ୍ଗିର ଡିଆରଡିଏ କକ୍ଷରେ ଚାଲିଥିବା ଜିଲ୍ଲା ପରିଷଦ ବୈଠକ ବେଳେ ଶହ ଶହ ଆଦିବାସୀ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରି କି ଘଟଣା ସ୍ଥଳରେ ପୋଲିସ ଓ ଆଦିବାସୀ ସଂଘ ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ପୋଲିସ ଫୋର୍ସ ପହଞ୍ଚିଥିଲେ ।

ମିଳିଥିବା ସୂଚନା ମୁତାବକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟପନ୍ଥା ଅନୁସାରେ ଡିଆରଡିଏ କକ୍ଷରେ ଜିଲ୍ଲା ପରିଷଦ ବୈଠକ ଆରମ୍ଭ ହୋଇଥିଲା । ତେବେ ବିନା କୌଣସି ସୂଚନାରେ ଶହ ଶହ ଆଦିବାସୀ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଏକ ଶୋଭାଯାତ୍ରାରେ ଆସି ଡିଆରଡିଏ କକ୍ଷ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ବଲାଙ୍ଗିର ଡିଷ୍ଟ୍ରିଟ ପ୍ଲାନିଂ ଅଫିସର ଥିବା ମହେନ୍ଦ୍ର ନାଥ ମୁଣ୍ଡାଙ୍କୁ କିଛିଦିନ ତଳେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ଆକ୍ରମଣ କରିବା ଓ ଏ ନେଇ କୌଣସି କାର୍ଯ୍ୟନୁଷ୍ଠାନ ନିଆ ନ ଯିବା ପ୍ରତିବାଦରେ ଆଦିବାସୀମାନେ ଏଭଳି ବିକ୍ଷୋଭ ଓ ଶୋଭାଯାତ୍ରା କରିଥିଲେ ।  ଅନ୍ୟପକ୍ଷେ ଡିଆରଡିଏ କକ୍ଷକୁ ଏସପିଙ୍କ କାର୍ଯ୍ୟାଳୟ ଲାଗି ରହିଛି । ଏପରିସ୍ଥିତିରେ ଆଦିବାସୀମାନେ ଏପରି ଏକ ପଦକ୍ଷେପ ନେଇଥିବା ସମ୍ପର୍କରେ ଗୁଇନ୍ଦା ବିଭାଗ ସୂଚନା ନ ପାଇବାକୁ ନେଇ ଏବେ ପୋଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ୟପକ୍ଷେ ବର୍ତ୍ତମାନ ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ଯେକୌଣସି ସମୟରେ କିଛି ନା କିଛି ଅଘଟଣ ଘଟଇବାର ଆଶଙ୍କା ପ୍ରକାଶ ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story