ମେଟ୍ରୋ ରେଲୱେର ନିଯୁକ୍ତି ବିଜ୍ଞାପନ: ଆବେଦନର ଶେଷ ତାରିଖ ୯ ଡିସେମ୍ବର

ମୁମ୍ବଇ: ମୁମ୍ବାଇ ମେଟ୍ରୋ ରେଲୱେ କର୍ପୋରେସନ(MMRCL) ପକ୍ଷରୁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଇଞ୍ଜିନିୟର, ଜୁନିଅର ଇଞ୍ଜିନିୟର, ଷ୍ଟେସନ୍ କଲେକ୍ଟର, ଟ୍ରେନ୍ ଅପରେଟର ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆବେଦନର ଶେଷ ତାରିଖ ରହିଛି ୯ ଡିସେମ୍ବର।ଏହି ପଦ ପାଇଁ ଇଚ୍ଛୁକ ବ୍ୟକ୍ତି ମୁମ୍ବାଇ ମେଟ୍ରୋ ରେଲୱେ କର୍ପୋରେସନର ଅଫିସିଆଲ ୱେବସାଇଟ୍ www.mmrcl.com ଯାଇ ଆବେଦନ କରିପାରିବେ। ଖାଲି ପଡିଥିବା ପଦବୀ ସେକ୍ସନ ଇଞ୍ଜିନିଅର-୧୦ ଜୁନିଆର ଇଞ୍ଜିନିୟର- ୪୩ ଷ୍ଟେଶନ କଣ୍ଟ୍ରୋଲର- ୬୨ […]

metro

Ordigital Desk
  • Published: Sunday, 03 December 2017
  • , Updated: 03 December 2017, 12:18 PM IST

ମୁମ୍ବଇ: ମୁମ୍ବାଇ ମେଟ୍ରୋ ରେଲୱେ କର୍ପୋରେସନ(MMRCL) ପକ୍ଷରୁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଇଞ୍ଜିନିୟର, ଜୁନିଅର ଇଞ୍ଜିନିୟର, ଷ୍ଟେସନ୍ କଲେକ୍ଟର, ଟ୍ରେନ୍ ଅପରେଟର ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆବେଦନର ଶେଷ ତାରିଖ ରହିଛି ୯ ଡିସେମ୍ବର।ଏହି ପଦ ପାଇଁ ଇଚ୍ଛୁକ ବ୍ୟକ୍ତି ମୁମ୍ବାଇ ମେଟ୍ରୋ ରେଲୱେ କର୍ପୋରେସନର ଅଫିସିଆଲ ୱେବସାଇଟ୍ www.mmrcl.com ଯାଇ ଆବେଦନ କରିପାରିବେ।

ଖାଲି ପଡିଥିବା ପଦବୀ

ସେକ୍ସନ ଇଞ୍ଜିନିଅର-୧୦

ଜୁନିଆର ଇଞ୍ଜିନିୟର- ୪୩

ଷ୍ଟେଶନ କଣ୍ଟ୍ରୋଲର- ୬୨

ଯୋଗ୍ୟତା: ଇଞ୍ଜିନିୟରିଂ ଡିଗ୍ରୀ

ସ୍ଥାନ: ମୁମ୍ବାଇ

ଦେୟ: ଉପରୋକ୍ତ ପଦବୀରେ ଆବେଦନ ପାଇଁ ୪୦୦ଟଙ୍କା ଦେୟ ଦବାକୁ ପଡିବ। ଏସି-ଏସ୍‌ଟି ଶ୍ରେଣୀଭୁକ୍ତ ପିଲା ଓ ମହିଳାଙ୍କ ପାଇଁ ଏହି ଫି ୧୫୦ଟଙ୍କା ରଖାଯାଇଛି।

Related story