ଜୁଲାଇ ୨, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଅଳସୁଆ ଅନୁଭବ କରିବେ

ମେଷ: ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ବୃଷ: ଘର ପାଇଁ କିଛି ଜିନିଷ କିଣି ପାରନ୍ତି। ବନ୍ଧୁଙ୍କ ସହଯୋଗ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ମିଥୁନ: ବ୍ୟସ୍ତତା ଭିତରେ ଦିନଟି କଟିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ସୁସ୍ଥ ରହିବେ। କର୍କଟ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ସିଂହ: ଚାକିରିରେ ପଦୋନ୍ନତି ହୋଇପାରେ। ସୁସ୍ଥ […]

1-3-2-1-768x402-1-840x440

1-3-2-1-768x402-1-840x440

Rakesh Mallick
  • Published: Monday, 02 July 2018
  • Updated: 02 July 2018, 07:26 AM IST

ମେଷ: ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ।

ବୃଷ: ଘର ପାଇଁ କିଛି ଜିନିଷ କିଣି ପାରନ୍ତି। ବନ୍ଧୁଙ୍କ ସହଯୋଗ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ: ବ୍ୟସ୍ତତା ଭିତରେ ଦିନଟି କଟିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ସୁସ୍ଥ ରହିବେ।

କର୍କଟ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ।

ସିଂହ: ଚାକିରିରେ ପଦୋନ୍ନତି ହୋଇପାରେ। ସୁସ୍ଥ ରହିବେ। ବ୍ୟବସାୟରେ ଲାଭବାନ ହେବେ।

କନ୍ୟା: ଧନପ୍ରାପ୍ତିର ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା: ନୂତନ ଯାନବାହନ କିଣିପାରନ୍ତି। ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ପିଲାଙ୍କୁ ନେଇ ଚିନ୍ତିତ ରହିବେ।

ବିଚ୍ଛା: ଅସୁସ୍ଥ ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ଆସିପାରେ। ଖର୍ଚ୍ଚ ବଢ଼ିବ।

ଧନୁ: ଅଳସୁଆ ଅନୁଭବ କରିବେ।  ଘରକୁ ଅତିଥି ଆସି ପାରନ୍ତି । ପିଲାଙ୍କୁ ନେଇ ଚିନ୍ତିତ ହେବେ।

ମକର: ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କୁମ୍ଭ: ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ବିଦେଶକୁ ଯାତ୍ରା କରିପାରନ୍ତି।

ମୀନ: ଘର ପାଇଁ କିଛି ଜିନିଷ କିଣି ପାରନ୍ତି। ସୁସ୍ଥ ରହିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story