୫ ଜୁଲାଇ, ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ମାନ-ସମ୍ମାନ ପାଇବେ

ମେଷ: ଚାକିରିରେ ସମସ୍ୟା ଦେଖାଦେଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ସୁସ୍ଥ ଅନୁଭବ କରିବେ। ବୃଷ: ପୁରୁଣା ଇଚ୍ଛା ପୂରଣ ହେବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବ୍ୟସ୍ତତା ଭିତରେ ଦିନଟି କଟିବ। କର୍କଟ: ସୁସ୍ଥ ଅନୁଭବ କରିବେ। ମହିଳାଙ୍କଠାରୁ ସହଯୋଗ ପାଇବେ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ସିଂହ: ପରିବାରରେ ବାଦ-ବିବାଦ ଦେଖାଦେଇପାରେ। ଚିକିରିକୁ ନେଇ […]

1-3-2-1-768x402-1-840x440

1-3-2-1-768x402-1-840x440

Rakesh Mallick
  • Published: Thursday, 05 July 2018
  • Updated: 05 July 2018, 07:24 AM IST

Sports

Latest News

ମେଷ: ଚାକିରିରେ ସମସ୍ୟା ଦେଖାଦେଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ସୁସ୍ଥ ଅନୁଭବ କରିବେ।

ବୃଷ: ପୁରୁଣା ଇଚ୍ଛା ପୂରଣ ହେବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବ୍ୟସ୍ତତା ଭିତରେ ଦିନଟି କଟିବ।

କର୍କଟ: ସୁସ୍ଥ ଅନୁଭବ କରିବେ। ମହିଳାଙ୍କଠାରୁ ସହଯୋଗ ପାଇବେ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ସିଂହ: ପରିବାରରେ ବାଦ-ବିବାଦ ଦେଖାଦେଇପାରେ। ଚିକିରିକୁ ନେଇ ଚିନ୍ତିତ ରହିବେ।  କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା:  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।  ବ୍ୟସ୍ତତା ଭିତରେ ଦିନ କଟିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ତୁଳା: ବ୍ୟସ୍ତତା ଭିତରେ ଦିନ କଟିବ। ଖର୍ଚ୍ଚ ବଢ଼ିବ। ଅସୁସ୍ଥ ଅନୁଭବ କରିବେ।

ବିଚ୍ଛା: କ୍ୟାରିଅର୍‌ରେ ସଫଳତା ପାଇବେ। ଅର୍ଥପ୍ରାପ୍ତିର ଯୋଗ ରହିଛି। କୌଣସି କଥାକୁ ନେଇ ଚିନ୍ତିତ ରହିବେ।

ଧନୁ: ପରିବାରରେ ବାଦ-ବିବାଦ ଦେଖାଦେଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।  ଅସୁସ୍ଥ ଅନୁଭବ କରିବେ।

ମକର: ବ୍ୟସ୍ତତା ଭିତରେ ଦିନ କଟିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।

 କୁମ୍ଭ: ମାନ-ସମ୍ମାନ ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଧନପ୍ରାପ୍ତିର ଯୋଗ ରହିଛି।

 ମୀନ: କ୍ୟାରିଅର୍‌କୁ ନେଇ ଚିନ୍ତିତ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ସୁସ୍ଥ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story