୫ ଜୁଲାଇ, ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ମାନ-ସମ୍ମାନ ପାଇବେ

ମେଷ: ଚାକିରିରେ ସମସ୍ୟା ଦେଖାଦେଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ସୁସ୍ଥ ଅନୁଭବ କରିବେ।

ବୃଷ: ପୁରୁଣା ଇଚ୍ଛା ପୂରଣ ହେବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବ୍ୟସ୍ତତା ଭିତରେ ଦିନଟି କଟିବ।

କର୍କଟ: ସୁସ୍ଥ ଅନୁଭବ କରିବେ। ମହିଳାଙ୍କଠାରୁ ସହଯୋଗ ପାଇବେ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ସିଂହ: ପରିବାରରେ ବାଦ-ବିବାଦ ଦେଖାଦେଇପାରେ। ଚିକିରିକୁ ନେଇ ଚିନ୍ତିତ ରହିବେ।  କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା:  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।  ବ୍ୟସ୍ତତା ଭିତରେ ଦିନ କଟିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ତୁଳା: ବ୍ୟସ୍ତତା ଭିତରେ ଦିନ କଟିବ। ଖର୍ଚ୍ଚ ବଢ଼ିବ। ଅସୁସ୍ଥ ଅନୁଭବ କରିବେ।

ବିଚ୍ଛା: କ୍ୟାରିଅର୍‌ରେ ସଫଳତା ପାଇବେ। ଅର୍ଥପ୍ରାପ୍ତିର ଯୋଗ ରହିଛି। କୌଣସି କଥାକୁ ନେଇ ଚିନ୍ତିତ ରହିବେ।

ଧନୁ: ପରିବାରରେ ବାଦ-ବିବାଦ ଦେଖାଦେଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।  ଅସୁସ୍ଥ ଅନୁଭବ କରିବେ।

ମକର: ବ୍ୟସ୍ତତା ଭିତରେ ଦିନ କଟିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।

 କୁମ୍ଭ: ମାନ-ସମ୍ମାନ ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଧନପ୍ରାପ୍ତିର ଯୋଗ ରହିଛି।

 ମୀନ: କ୍ୟାରିଅର୍‌କୁ ନେଇ ଚିନ୍ତିତ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ସୁସ୍ଥ ରହିବେ।