ଜୁନ୍ ନୁହେଁ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ ପାୱାର୍ କଟ୍ ହେବ: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ନୁହେଁ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ ପାୱାର୍ କଟ୍ ହେବ। ଏହା ସ୍ପଷ୍ଟ କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ। ଜଳଭଣ୍ଡାର ଗୁଡିକରେ ଜଳର ସୁପରିଚାଳନା ପାଇଁ ୨୦୧୬  ଜୁନ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ କରାଯିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ। ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂଦେଓ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଗୁପ୍ତ ଏଜେଣ୍ଡା ଯୋଗୁଁ ରାଜ୍ୟରେ ବିଜୁଳି ସଙ୍କଟ ଉଦବେଗଜନକ ହୋଇଛି। ଅନ୍ୟ […]

kv singh deo and pranab praksh das

kv singh deo and pranab praksh das

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 10:52 AM IST

Sports

Latest News

kv singh deo and pranab praksh dasଭୁବନେଶ୍ୱର: ଜୁନ୍ ନୁହେଁ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ ପାୱାର୍ କଟ୍ ହେବ। ଏହା ସ୍ପଷ୍ଟ କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ। ଜଳଭଣ୍ଡାର ଗୁଡିକରେ ଜଳର ସୁପରିଚାଳନା ପାଇଁ ୨୦୧୬  ଜୁନ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ କରାଯିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂଦେଓ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଗୁପ୍ତ ଏଜେଣ୍ଡା ଯୋଗୁଁ ରାଜ୍ୟରେ ବିଜୁଳି ସଙ୍କଟ ଉଦବେଗଜନକ ହୋଇଛି। ଅନ୍ୟ ରାଜ୍ୟକୁ ବିଜୁଳ ବିକିବା ଲାଗି ସରକାର ଗୁପ୍ତ ଏଜେଣ୍ଡା କରିଥିବା ସେ ଅଭିଯୋଗ କରିଛନ୍ତି। କନକବର୍ଦ୍ଧନ କହିଛନ୍ତି,୧୫ ଦିନ ତଳେ ଶକ୍ତିମନ୍ତ୍ରୀ ବିଦ୍ୟୁତ କ୍ଷେତ୍ରରେ ଓଡିଶାକୁ ବଳକା ରାଜ୍ୟ ବୋଲି କହୁଥିଲେ। ଆଉ ଏବେ କିଭଳି ପାୱାର କଟ୍ ହେଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।ଏହାକୁ ଖଣ୍ଡନ କରିଛନ୍ତି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story