ଘରେ ଏହି ଜିନିଷ ରଖିଲେ ମଣିଷ ହିଂସ୍ର ହୋଇଯାଏ?

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଘରେ ଆମେ ବିଭିନ୍ନ ମୂର୍ତ୍ତି ଓ ଫଟୋ ରଖୁ। କାନ୍ଥରେ ବିଭିନ୍ନ ଜୀବଙ୍କ ଫଟୋ ଟାଙ୍ଗୁ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଘରେ ଫଟୋ ଟାଙ୍ଗିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ହିଂସ୍ର ଜନ୍ତୁଙ୍କ ଫଟୋ କେବେ ଘରେ ରଖନ୍ତୁ ନାହିଁ। ଯେମିତିକି ହିଂସ୍ର ସିଂହ ଓ ବାଘ ଖାଇବା ପାଇଁ ପାଟି କାଢି ଠିଆ ହୋଇଥିବାର ଫଟୋ କେବେ ଘରେ ଲଗାନ୍ତୁ ନାହଁ। ଏହାଦ୍ୱାରା ଆପଣଙ୍କ ଆଚାର ବ୍ୟବହାର ହଂସ୍ର ହୋଇଯାଏ। ଏଥିସହ ଆପଣଙ୍କ ଘରେ ଅଶୁଭତ ମଧ୍ୟ ପ୍ରବେଶ କରେ। ତେଣୁ ଘରେ ସେମିତି କିଛି ଫଟୋ ରଖନ୍ତୁ ନାହିଁ। ଯଦି ରହିଯାଇଛି ସେସବୁ କାଢି ଦିଅନ୍ତୁ।</p>

Ordigital Desk
  • Published: Saturday, 17 February 2018
  • Updated: 17 February 2018, 12:55 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଘରେ ଆମେ ବିଭିନ୍ନ ମୂର୍ତ୍ତି ଓ ଫଟୋ ରଖୁ। କାନ୍ଥରେ ବିଭିନ୍ନ ଜୀବଙ୍କ ଫଟୋ ଟାଙ୍ଗୁ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଘରେ ଫଟୋ ଟାଙ୍ଗିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ହିଂସ୍ର ଜନ୍ତୁଙ୍କ ଫଟୋ କେବେ ଘରେ ରଖନ୍ତୁ ନାହିଁ। ଯେମିତିକି ହିଂସ୍ର ସିଂହ ଓ ବାଘ ଖାଇବା ପାଇଁ ପାଟି କାଢି ଠିଆ ହୋଇଥିବାର ଫଟୋ କେବେ ଘରେ ଲଗାନ୍ତୁ ନାହଁ। ଏହାଦ୍ୱାରା ଆପଣଙ୍କ ଆଚାର ବ୍ୟବହାର ହଂସ୍ର ହୋଇଯାଏ। ଏଥିସହ ଆପଣଙ୍କ ଘରେ ଅଶୁଭତ ମଧ୍ୟ ପ୍ରବେଶ କରେ। ତେଣୁ ଘରେ ସେମିତି କିଛି ଫଟୋ ରଖନ୍ତୁ ନାହିଁ। ଯଦି ରହିଯାଇଛି ସେସବୁ କାଢି ଦିଅନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos